ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଦରମା ନପାଇ କାମ ଛାଡି ଧାରଣା ରେ ବସିଲେ AIIMS ସୁରକ୍ଷା କର୍ମୀ ! ମାସିକ ଦରମା ପାଇନଥିବାରୁ ବିଗିଡି ଯାଇଛନ୍ତି ସୁରକ୍ଷା କର୍ମୀ ! ଜରୁରୀକାଳୀନ ବିଭାଗକୁ ଛାଡି ଅନ୍ୟ ସମସ୍ତ ବିଭାଗରେ କାର୍ଯ୍ୟରତ ସୁରକ୍ଷା କର୍ମୀ ମାନେ ମୁଖ୍ୟ ଫାଟକ ସାମନାରେ ଧାରଣାରେ ବସି ରହିଛନ୍ତି !
ଦରମା ନପାଇ କାମ ଛାଡି ଧାରଣା ରେ ବସିଲେ AIIMS ସୁରକ୍ଷା କର୍ମୀ !!!

