ବନ୍ଧ ପୁନଃରୁଦ୍ଧାର ନାମରେ ହେଉଛି ମାଟି ବିକ୍ରୀ : ତଦନ୍ତ ଦାବୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ହେଡମରା ବନ୍ଧ ର ପୁନଃରୁଦ୍ଧାର ନାମରେ ହେଉଛି ମାଟି ବିକ୍ରି , ତଦନ୍ତ ଆବଶ୍ୟକତା ରହିଛି । ଗଜପତି ଜିଲ୍ଲା ଗୋସାଣୀ ବ୍ଲକର କତଲକଇଠା ଗ୍ରାମ ପଞ୍ଚ।ୟତ ଯାଜପୁର ଗ୍ରାମରେ ହେଡମରା ବନ୍ଧ ର ପୁନଃରୁଦ୍ଧାର ଅଟକଳ ମୂଲ୍ୟ ଦୁଇ ଲକ୍ଷ ବୋଲି ସୂଚନା ରହିଛି । କିନ୍ତୁ ଜେସିବି ସାହାଯ୍ୟରେ ମାଟି ଖୋଳି , ମାଟି ବିକ୍ରି କରିଥିବା ଅଭିଯୋଗ ହୋଇଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକତା ରହିଛି ।

 

Leave a Reply

Your email address will not be published. Required fields are marked *