ପୁଣି କେଳେଙ୍କାରୀ : ବିଭିନ୍ନ ସଂସ୍ଥା କୁ ଧମକ ଦେଇ ଅର୍ଥ ମାଗିବା ଆରମ୍ଭ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ପୁଣି କେଳେଙ୍କାରୀ ଆରମ୍ଭ , ବିଭିନ୍ନ ସଂସ୍ଥା କୁ ଧମକ ଦେଇ ଅର୍ଥ ମାଗିବା ଆରମ୍ଭ କରିଦେଲେ ! କିଛି ସଂଗଠନକୁ ହାତରେ ରଖି ସେମାନଙ୍କ ସାହସ ରେ ଏପରି ଦାଦାଗିରି ର ଚରମ ସୀମାକୁ ପହଁଚିଛନ୍ତି l ବିଭିନ୍ନ ସଂସ୍ଥା ଏବଂ ବିଲଡର କବାଡିଆ କୋଇଲା ଡିପୋ , ବିଭିନ୍ନ ସୋରୁମ ଏବଂ ମଙ୍ଗୁଳି ରେ ଥିବା ଜିପସମ୍ ଗୋଦାମ ଆଉ ପଥର ଓ ମୋରମ, ବାଲି ଗାଡି ଠାରୁ ବଟି ମାଗିବା ର ପ୍ରମାଣ ରହିଛି ଏବଂ ଥାନାରେ ଲିଖିତ ଅଭିଯୋଗ ର ପ୍ରମାଣ ଅଛି ! ଯଦି କୌଣସି ବ୍ୟକ୍ତି ରୁଦ୍ରାଶିଷ କୁ ବାଧା ଦେବାପାଇଁ ଆଗକୁ ଆସନ୍ତି ସିଏ ମଧ୍ୟ ସେଇ ବ୍ୟକ୍ତି ଙ୍କ ନାମରେ ସୋସିଆଲ ମିଡିଆରେ ତଥ୍ୟ ନଥିବା ମିଛ କଥାକୁ ଏଡିଟିଂଙ୍ଗ କରି ଫେସବୁକ ଏବଂ ଇଷ୍ଟାଗ୍ରାମରେ ପୋଷ୍ଟ କରନ୍ତି ଆଉ ମଧ୍ୟ ବିଭିନ୍ନ ଥାନା ଆଈ ଆଈସି ଙ୍କ ନାମରେ ବି ଫୋଟ ବସାଇ ଫେସବୁକରେ ପୋଷ୍ଟ କରି ଥାଏ l ଏପରି ସତ୍ୟ ପ୍ରମାଣ ରହିଛି l ସେଇ ରୁଦ୍ରାଶିଷ ନାଥ ନାମି ବ୍ୟକ୍ତି ପ୍ରକୁତ ଘର ଭୁବନେସ୍ୱର ବାଲି ଅନ୍ତା ସ୍ଥିତ ଅନନ୍ତ ପୁର ଗ୍ରାମ ରେ ଯାହା ସୂଚନା ମିଳେ କି ଅନନ୍ତ ପୁର ଗ୍ରାମରେ ବିଭିନ୍ନ କେଳେ ଙ୍କାରୀ କରି ସେଇ ଗ୍ରାମରେ ଜଣେ ବ୍ୟକ୍ତି ଙ୍କୁ ମର୍ଡର ବା ହତ୍ୟା କରି ଫେରାର ହୋଇ ଥିଲେ ଏବଂ ସେଇ ଗ୍ରାମ ବାସୀଙ୍କ ଠାରୁ ସ ପରିବାର ପିଟା ଖାଇ ଗ୍ରାମରୁ ବିତାଡିତ ହୋଇ ଥିଲେ l ସେଠୁ ଆସି ଚୌଦ୍ୱାର ମଣ୍ଡା ପଡ଼ା ଗ୍ରାମରେ ଜାଗା କିଣି ଘର କରି ରହି ଏଠି ବି ପୁରୁଣା ଅଭ୍ୟାସ ରହିଥିବା ଥିବା କୁକର୍ମ ଆରମ୍ଭ କରି ଧମକ ଚମକ ଦେଇ ବିଭିନ୍ନ ସଂସ୍ଥା ଙ୍କ ଠାରୁ ବଟି ମାଗିବା ପୁରୁଣା ରୋଗ ବାହାର କରି ଦେଲେ l ଆଉ ମଧ୍ୟ ସୂଚନା ଅଛି କି ନିଜ ବାପା କୁ ମର୍ଡର କରି ବିସେନା କାହାଣୀ ଜଙ୍ଗରେ ଫୋପାଡ଼ି ଦେଇ ଆତ୍ମ ହତ୍ୟାର ରୂପ ଦେଇ ଥିଲେ ଏହାର ସି,ବି ଆଈ ଯାଞ୍ଚ କରା ଯାଉ ସାଧାରଣରେ ଚରର୍ଚ୍ଚl ହେବାର ମଧ୍ୟ ଦେଖା ଦେଇଛି ଳ ଏବେ ମଣ୍ଡା ପଡ଼ା ଗ୍ରାମରେ ରହି ଗ୍ରାମରେ ରହୁ ଥିବା ବ୍ୟକ୍ତିଙ୍କର ବିଭିନ୍ନ ପାରି ବାରିକ ସମସ୍ୟା ରହୁ ଥିବା ବେଳେ ସେମାନଙ୍କ ନିଜ ସମସ୍ୟା ଭିତରେ ଜୋର ଜବରଦସ୍ତ ପଶି ଲୋକଙ୍କୁ ଧମକ ଚମକ ଦେବାର ପ୍ରମାଣ ରହିଛି କିନ୍ତୁ ଆଜି ଏକ ସର କାରଙ୍କ ଅନା ବାଦୀ ଜମିରେ ଗ୍ରାମ ବାସି କୋଡିଏ ବର୍ଷ ହେବ ବିଭିନ୍ନ ମୂଲ୍ୟ ବାନ ବୃକ୍ଷ ଲଗାଇ ସରକାରଙ୍କ ନିୟମକୁ ଅଗ୍ରଗତି କରିବାକୁ ଚେଷ୍ଟା କରି ଗ୍ରାମ ଏବଂ ପରି ବେସକୁ ସୌନ୍ଦର୍ଯ୍ୟ ମୟ କରୁ ଥିବା ବେଳେ ସେଇ ଜାଗାକୁ ହାତେଇ ଅନ୍ୟକୁ ବିକ୍ରି କଡ଼ିବାକୁ ପ୍ରଚେଷ୍ଟା କରୁ ଥିବା ବେଳେ ଗ୍ରାମ ବାସୀଙ୍କ ଅନିଚ୍ଛା ସତେ କିଛି ଗ୍ରାମର ପିଲା ବାଧକ କରି ଥିବା ବେଳେ କିଛି ନିଦ୍ଧିଷ୍ଟ ପିଲା ଙ୍କ ନାମ ରେ ଯଥା —(1)ଶ୍ରୀମତ ବେହେରା ଡାକ ନାମ କାଳନ୍ଧି (2) ପ୍ରଭାତ ବଛିଆ ଙ୍କ ନାମ ରେ ମିଛ କହି କିଛି ତଥ୍ୟ ନଥାଇ ଫେସ ବୁକରେ ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରି ବଦଲାମ କରି ବା କୁ ଚେଷ୍ଟା ଚାଳାଇଛି l ଏଥି ପାଇଁ ଗ୍ରାମ ବାସୀଙ୍କ ଭିତରେ ବିଶୃଙ୍ଖଳା ଦେଖା ଦେଇଛି ଏହି ସମ୍ବଧରେ ଚୌଦ୍ୱାର ଥାନାରେ ଏକ ଲିଖିତ ଅଭିଯୋଗ ଦିଆ ଯାଇଛି l ଚୌଦ୍ୱାର ଅଞ୍ଚଳରେ ଏବେ ଚର୍ଚାର ବିଷୟ ଯେ ବିଭିନ୍ନ ସମୟରେ ଏପରି ମିଛ ତଥ୍ୟ କୁ ନେଇ ପୋଷ୍ଟ କରୁ ଥିବା ବେଳେ ପ୍ରଶାସନ ଚୁପ କାହିଁକି l

Leave a Reply

Your email address will not be published. Required fields are marked *