ରାଜଧାନୀରେ ଉଡିଲା ତ୍ରିରଙ୍ଗା : ଓଡ଼ିଆ କଳାକାର ଙ୍କ ସ୍ୱର ତରଫରୁ ସ୍ୱାଧୀନତା ଦିବସ ପାଳନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆନନ୍ଦ ଉଲ୍ଲାସର ସହିତ ରାଜଧାନୀରେ ପାଳିତ ହୋଇଯାଇଛି 80 ତମ ସ୍ୱାଧୀନତା ଦିବସ ! ସବୁଠି ଉଡିଲା ତ୍ରିରଙ୍ଗା , ଲୋୟର ପିଏମଜି ଗାନ୍ଧୀ ମାର୍ଗ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ , ବ୍ୟବସାୟ ପ୍ରତିଷ୍ଠାନ , ବଜାର କମିଟି , ସମାଜସେବୀ ସଂଘ କାର୍ଯ୍ୟାଳୟ , ସାମ୍ବାଦିକ ସଙ୍ଘ ପରିସରରେ ଯଥା ବିଧି ତ୍ରିରଙ୍ଗା ଉଡ଼ାଜାଇଛି ! ମାଷ୍ଟରକ୍ୟାଣ୍ଟିନ ଛକ ପାଖ ଵୁଲନ ଭାଇ ସେବା ସଦନ ଭିତରେ ପାଳିତ ହୋଇଛି ସ୍ୱାଧୀନତା ଦିବସ ! ସାମାଜିକ ସଂଗଠନ ଓଡ଼ିଆ କଳାକାର ଙ୍କ ସ୍ୱର ତରଫରୁ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା !

 

Leave a Reply

Your email address will not be published. Required fields are marked *