ରଣକ୍ଷେତ୍ର ପାଲଟିଲା ମାଷ୍ଟର କ୍ୟାଣ୍ଟିନ ଛକ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରଣକ୍ଷେତ୍ର ପାଲଟିଲା ମାଷ୍ଟର କ୍ୟାଣ୍ଟିନ ଛକ ! ପୋଲିସକୁ ଟେକା ମାଡ଼, ଆମ ବସ୍‌ ଭାଙ୍ଗିଲେ ! ଲୋୟର ପି ଏମ୍ ଜି ରେ ଭୁବନେଶ୍ବରରେ ଅନଲାଇନ୍ ଗାଡ଼ି ଚାଳକ – ପୋଲିସ ଧସ୍ତାଧସ୍ତି ! ଲୋୟର ପିଏମ୍‌ଜି ଓ ମାଷ୍ଟର କ୍ୟାଣ୍ଟିନ୍ ଛକରେ ପୁଲିସ ଆନ୍ଦୋଳନକାରୀ ମୁହାଁମୁହିଁ ପରିସ୍ଥିତି ! ହେଲା ଖଣ୍ଡଯୁଦ୍ଧ ପରିସ୍ଥିତି, ପୋଲିସ ଉପରକୁ ଟେକା ପଥର ମାଡ଼ ! ଏକ ‘ଆମ ବସ୍‌’କୁ ପଥର ମାଡ଼ କରି ଭାଙ୍ଗି ଚୁରମାର କରିଦେଲେ ! ତୃତୀୟ ଦିନରେ OLA, Uber, Rapido ଡ୍ରାଇଭରଙ୍କ ଆନ୍ଦୋଳନ , ରେଲୱେ ଷ୍ଟେସନରୁ ଏୟାରପୋର୍ଟ ପର୍ଯ୍ୟନ୍ତ ରାସ୍ତା ଜାମ୍‌ ! ଷ୍ଟେସନ୍‌ ଓ ଏୟାରପୋର୍ଟରୁ ଫେରୁଥିବା ଯାତ୍ରୀ ହନ୍ତସନ୍ତ । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ କଠୋର ତରିକା ଆପଣେଇଲା ପୁଲିସ !

Leave a Reply

Your email address will not be published. Required fields are marked *