ପାରଳା ସହର ରେ ଗଣେଶ ପୂଜା ଧୁମ ଧାମ ରେ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳା ସହର ରେ ଗଣେଶ ପୂଜା ଧୁମ ଧାମ ରେ ପାଳିତ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଗଣେଶ ପୂଜ। ଧୁମ ଧାମ ରେ ପାଳିତ ହେଉଅଛି । ସହର ର ବିଭିନ ଶିକ୍ଷାନୁଷ୍ଠାନ ସ୍କୁଲ କଲେଜରେ ଧୁମ ଧାମ ରେ ପାଳିତ ହୋଇଯାଇଛି ଶ୍ରୀଗଣେଶ ପୂଜା । ସେହିଭଳି ସହରର ବିଭିନ୍ନ ଛକ ସାହିରେ ମଧ୍ୟ ସୁସଜ୍ଜିତ ତୋରଣ ରଙ୍ଗୀନ ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ ! ସହର ଠାରୁ ଆରମ୍ଭ କରି ପୁରପଲ୍ଲୀ ରେ ଆନନ୍ଦ ଉଲ୍ଲାସର ସହିତ ଗଣେଶ ପୂଜା ପାଳିତ ହୋଇଯାଇଛି !

Leave a Reply

Your email address will not be published. Required fields are marked *