ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଚୋର ସନ୍ଦେହ ରେ ଦୁଇ ଯୁବକ ଙ୍କୁ ବିଦ୍ୟୁତ ଖୁଣ୍ଟି ରେ ବାନ୍ଧି ନିସ୍ତୁକ ପିଟିଲେ ସ୍ଥାନୀୟ ଲୋକେ ! ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ଗ୍ରାମ ପଞ୍ଚାୟତର ନୂଆ ସାହି ରେ ଦେଖିବାକୁ ମିଳିଛି ଏପରି ଘଟଣା । ପୂର୍ବ ରୁ ଚୋରି କରିଥିବା ସନ୍ଦେହ ରେ ଦୁଇ ଜଣ ଯୁବକ ଙ୍କୁ ବିଦ୍ୟୁତ ଖୁଣ୍ଟି ରେ ବାନ୍ଧି ନିସ୍ତୁକ ମାଡ଼ ମାରି ଅଟକ ରଖିଛନ୍ତି ସ୍ଥାନୀୟ ଲୋକ ! ଯାହାକି ମୋବାଇଲ ରେ ଭିଡିଓ ଭାଇରାଲ ହେବା ରେ ଲାଗିଛି । ଦୀର୍ଘ ସମୟ ପରେ ପୋଲିସ ପହଞ୍ଚି ବନ୍ଧା ହୋଇଥିବା ଦୁଇ ଯୁବକ ଙ୍କୁ ଥାନାକୁ ନେଇଛି !
ଚୋର ସନ୍ଦେହ ରେ ଦୁଇ ଯୁବକ ଙ୍କୁ ବିଦ୍ୟୁତ ଖୁଣ୍ଟି ରେ ବାନ୍ଧି ନିସ୍ତୁକ ପିଟିଲେ ସ୍ଥାନୀୟ ଲୋକେ !!!

