ବାଙ୍କୀ ର ବିଭିନ୍ନ ସ୍ଥାନରେ ଭାଗବତ ଜନ୍ମ ପାଳିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପବିତ୍ର ଭାଗବତ ପୁର୍ଣିମା ରେ ଗାଁ ଗାଁ ରେ ବଡ ଧୂମଧାମ ର ସହ ପାଳିତ ହୋଇଛି ଭାଗବତ ଜନ୍ମ ! ଏହି ଅବସରରେ ବାଙ୍କୀ ର ମନ୍ଦିର ସାହି ମାଆ ମାନଙ୍କ ଦ୍ୱାରା ବେଶ୍ ଉତ୍ସାହର ସହିତ ଏହି ପର୍ବ କୁ ପାଳନ କରାଯାଇଛି । ପ୍ରଥମେ ପ୍ରଭୁ ଶ୍ରୀକୃଷ୍ଣ ଙ୍କୁ ପୂଜାର୍ଚ୍ଚନା କରାଯିବା ସହିତ ନାମ ସଂକୀର୍ତ୍ତନ କରାଯାଇଥିଲା ଏବଂ ପରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରିଥିଲେ ମହିଳା ମାଆ ମାନେ । ଏବଂ ସଂଧ୍ୟାରେ ମା ଚର୍ଚ୍ଚିକା ଙ୍କ ବେଢାରେ ଭଜନ କୀର୍ତ୍ତନ କରି ଆଗ୍ରହ ର ସହିତ ଏ ପର୍ବ କୁ ପାଳନ କରିଥିଲେ ।

 

Leave a Reply

Your email address will not be published. Required fields are marked *