କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ରେ ବିଜେପି ର ସଂକଳ୍ପ ଯାତ୍ରା ଅନୁଷ୍ଠିତ l କୋରାପୁଟ ରେ ବିଜେପି ର ସଂକଳ୍ପ ଯାତ୍ରା ଅନୁଷ୍ଠିତ l ପ୍ରଧାନମନ୍ତ୍ରୀ ମୋଦୀ ଙ୍କ କାର୍ଯ୍ୟର 25 ବର୍ଷ ପୂର୍ତ୍ତି ଉପଲକ୍ଷେ କୋରାପୁଟ ଜିଲ୍ଲା ବିଜେପି ଏକ ସଂକଳ୍ପ ଯାତ୍ରା କାଯ୍ୟକ୍ରମ ଅନୁଷ୍ଠିତ କରିଥିଲା ! ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ଓ ଅନ୍ୟ ନିମନ୍ତ୍ରିତ ଅତିଥି ଗଣ ଏଥିରେ ସାମିଲ ହୋଇଥିଲେ ! ପୋଲିସ ଗ୍ରାଉଣ୍ଡ ରୁ ଏକ ଜ୍ୟୋତି ସୁସଜିତ ରଥ ରେ ବାହାରି ସହର ପରିକ୍ରମା କରି କୋରାପୁଟ ଷ୍ଟାଡିୟମ ଠାରେ ପହଂଚିଥିଲା ! ସେଠାରେ ମୋଦିଜୀ ଙ୍କ କାଯ୍ୟକ୍ରମ ଟିଭି ପରଦା ରେ ସମସ୍ତେ ଦେଖିଥିଲେ l ଜିଲ୍ଲା ର ବରିଷ୍ଠ ନେତୃବୃନ୍ଦ ଏହି କାଯ୍ୟକ୍ରମ ରେ ନିଜକୁ ସାମିଲ କରିଥିଲେ !
କୋରାପୁଟ ରେ ବିଜେପି ର ସଂକଳ୍ପ ଯାତ୍ରା ଅନୁଷ୍ଠିତ !!!

