ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅର୍ଣ୍ଣବ ବାତ୍ୟା ପ୍ରଭାବରେ ମହେନ୍ଦ୍ର ତନୟା ନଦୀ ର ଜଳ ସ୍ରୋତ ବୃଦ୍ଧି ପାଇଛି ! ଜିଲ୍ଲା ପ୍ରଶାସନ ସଜାଗ ରହିବା ସହ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଇଛି ! ଗଜପତି ଜିଲ୍ଲା ରେ ବାତ୍ୟା ପ୍ରଭାବରେ ବର୍ଷା ଲାଗି ରହିଛି , ଯାହା ଫଳ ରେ ଗୋସାଣୀ ବ୍ଲକ ର ମାଛମରା ପଞ୍ଚ।ୟତରେ ଗ୍ରାମ ପାଖ ମହେନ୍ଦ୍ର ତନୟ। ଜଳ ପ୍ରବେଶ କରିଛି। ମାଛମର। ବ୍ରିଜ୍ ନିକଟରେ ଜଳ ସ୍ତର ବୃଦ୍ଧି ପାଇଛି !
ବାତ୍ୟା ପ୍ରଭାବରେ ବୃଦ୍ଧି ପାଉଛି ମହେନ୍ଦ୍ର ତନୟା ଜଳସ୍ତର !!!

