ମୃଦୁ ପାନୀୟ ଯୁଗରେ ତଥାପି ରହିଛି ତାଳର ଚାହିଦା !!!

0
205

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ବିଭିନ୍ନ ଛକରେ ତାଳ ସଜର ପସରା ଦେଖିବାକୁ ମିଳୁଛି . ସହରରେ କିଛି ଦିନ ହେଲା ଗ୍ରୀଷ୍ମ ପ୍ରବାହିତ ହେଉଥିବା ବେଳେ ଲୋକେ ମୃଦୁ ପାନୀୟ ଲସି, ଫଳ ରସ , ଆଖୁ ରସ ବ୍ୟବହାର କରୁଥିବା ବେଳେ ବର୍ତ୍ତମାନ ତାଳସଜ ଗୋଟାକୁ କୋଡିଏ ଟଙ୍କା ହିସାବରେ କିଣୁଥିବା ଦେଖିବାକୁ ମିଳୁଛି । ଆଧୁନିକତାରେ ହଜି ଯାଉଥିବା ମଣିଷ ମୃଦୁ ପାନୀୟ ଥାଇ ସୁଦ୍ଧା ତାଳସଜ କୁ ଆପଣାଉଛି !

LEAVE A REPLY

Please enter your comment!
Please enter your name here