ହିନ୍ଦୋଳ ରେଞ୍ଜରୁ ଉଦ୍ଧାର ହାତୀ ଛୁଆର ମୃତ୍ୟୁ !

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ହିନ୍ଦୋଳ ବନଖଣ୍ଡ ଅନ୍ତର୍ଗତ କପିସାହି ଗ୍ରାମରେ ଏକ 5 ରୁ 10 ବର୍ଷ ବୟସର ହାତୀଛୁଆ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଥିଲା । ସକାଳ 6 ଟା ସମୟରେ ହାତୀ ଛୁଆଟି ପଡିଥିବା ଖବର ପାଇ ଡାକ୍ତରୀ ଦଳ ଘଟଣାସ୍ଥଳେ ପହଞ୍ଚିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆଟିର ମୃତ୍ୟୁ ହୋଇଥିଲା । ଏହାପରେ ମୃତ ହାତୀ ଛୁଆର ପୋଷ୍ଟମଟମ ପାଇଁ ସମ୍ପଲ ଓୟୁଏଟି କୁ ପଠା ଯାଇଥିବା ସମୟରେ ଆନେମିୟ। କାରଣରୁ ମୃତ୍ୟୁ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *