ଆମ ରିପୋଟରଗଜପତିଜିଲ୍ଲା

ଓ.ସେ.ପା ସହ-ନିର୍ଦ୍ଦେଶକଙ୍କ ବିଦ୍ୟାଳୟ ପରିଦର୍ଶନ !!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଗାରାବନ୍ଧ ସ୍ଥିତ ଶ୍ରୀ ଭେଙ୍କେଟେଶ୍ୱର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ…

ଆମ ରିପୋଟରଖେଳଜିଲ୍ଲାନୟାଗଡ

ପ୍ରଥମ ଓଡଗାଁ ବ୍ୟାଡମିଣ୍ଟନ ଲିଗ୍ : ଟାଇଟଲ ହାତେଇଲେ ଶୁଭାଶିଷ ବିଶ୍ୱରଞ୍ଜନ !!!

କ୍ରୀଡା କ୍ଷେତ୍ରରେ ଆଉ ଗୋଟିଏ ପାଦ ଆଗକୁ ବଢିଲା ରଘୁନାଥ ଆଥଲେଟିକ ଆସୋସିଏସନ । ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର :…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ଼-19 ଉପରେ ସୂଚନା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଗଲା କୋଭିଡ଼-19 ଉପରେ ସୂଚନା . ଗଜପତି…

ଆମ ରିପୋଟରଖେଳଜିଲ୍ଲାନୟାଗଡ

୩୨ ତମ ମା ବାଗଦେବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ମଧ୍ୟଖଣ୍ଡ କୁ ହରାଇ କଣ୍ଟାବଣିଆ ଚାମ୍ପିଅନ !!

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖାଲମଡ଼ା ଗ୍ରାମ ମାନପୁର ପଡ଼ିଆରେ ଚାଲିଥିବା…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲା

ରଘୁ ସାର ଙ୍କ ସ୍ମୃତିରେ ……….

ଧଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଧଳାପଥର ଗ୍ରାମର ଆଦର୍ଶ ଶିକ୍ଷକ ସ୍ୱର୍ଗତ ରଘୁନାଥ ସାହୁଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳୀ ସଭା…

ଆମ ରିପୋଟରକଟକଖେଳଜିଲ୍ଲା

ବାଙ୍କୀ ରେ ସୀମିତ ଓଭର କ୍ରିକେଟ ଟୁର୍ଣ୍ଣାମେଣ୍ଟ !

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ସଦର ମହକୁମାରେ ଆୟୋଜିତ ହୋଇଯାଇଛି ସୀମିତ ଓଭର କ୍ରିକେଟ ଟୁର୍ଣ୍ଣାମେଣ୍ଟ . ବାଙ୍କୀ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିନ୍ତାଜନକ ସ୍ଥିତିରେ ଖୋର୍ଦ୍ଧା ବାର୍ଡ଼ ଫ୍ଲୁ ସଂକ୍ରମଣ !

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧାରେ ବ୍ୟାପିବାରେ ଲାଗିଛି ବାର୍ଡ-ଫ୍ଳୁ . କୁକୁଡା ଫାର୍ମରେ ଶହଶହ କୁକୁଡା ଫ୍ଲୁ ପ୍ରଭାବରେ…

ଆମ ରିପୋଟରଜିଲ୍ଲାନୟାଗଡ

ଆନ୍ଦୋଳନକୁ ଓହ୍ଲାଇବ ଅଙ୍ଗନବାଡି କର୍ମଚାରୀ ସଂଘ !!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା କମିଟି ବୈଠକ ସାମ୍ମୁଖ୍ୟ ସଭାପତି ଜୋସ୍ନାରାଣୀ…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ବିପୁଳ ପରିମାଣର ଚୋରା ଦେଶୀ ମଦ ଓ ମାରଣାସ୍ତ୍ର ସହ ବୋଲେରୋ ଗାଡି ଜବତ ।

ପରଜଙ୍ଗ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପରଜଙ୍ଗ ପୁଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ . ଆମ୍ବପଲସ ଗ୍ରାମ ନିକଟରୁ…