ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ସ୍କୁଲ ପିଲାଙ୍କ ଜୀବନ ସହ ଖେଳ ଖେଳୁଛି ବିଦ୍ୟୁତ ବିଭାଗ !!!

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବିଦ୍ୟାଳୟ ଉପର ଦେଇ ଯାଇଛି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର . କୋମଳମତି…

ଆମ ରିପୋଟରଜିଲ୍ଲାଯାଜପୁର

ଚାଟଶାଳୀ ମାଷ୍ଟ୍ରେଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ ।

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଚାଟଶାଳୀ ମାଷ୍ଟ୍ରେଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ ଅନ୍ତର୍ଗତ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

ନିର୍ଭୟା ଚ୍ୟାରିଟେବଲ ଟ୍ରଷ୍ଟ ଦ୍ୱାରା ଶ୍ରୀଲିଙ୍ଗରାଜ ଙ୍କ ମନ୍ଦିର ପରିସର ସଫେଇ !!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରିସର ସଫେଇ ଓ ସାନିଟାଇଜ କରିଛନ୍ତି ସାମାଜିକ ସଂଗଠନର ସଦସ୍ୟ…

ଆମ ରିପୋଟରଗଜପତିଜିଲ୍ଲା

ଅନନ୍ୟା ଗଜପତି ଆନୁକୂଲ୍ୟରେ ଫେସନ ପ୍ରତିଯୋଗିତା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ହନୁମାନ ମୂର୍ତ୍ତି ପାର୍ଶ୍ୱରେ ଏକ ଶୋଭନ ମୁକ୍ତ ମଞ୍ଚରେ…

ଅନୁଗୁଳଆମ ରିପୋଟରଜିଲ୍ଲା

ସାଧାରଣତନ୍ତ୍ର ଦିବସ ପାଳିଲେ ସମ୍ପର୍କ କିନ୍ନର ସଂଘର ସଦସ୍ୟ !!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଚିନ୍ମୟୀ ଦାସ : ସବୁ ଭାରତୀୟଙ୍କ ବହୁ ପ୍ରତୀକ୍ଷୀତ ଦିନ . ଦେଶର ସବୁ ନାଗରିକଙ୍କ ସାମ୍ବିଧାନିକ ଅଧିକାର…

ଆମ ରିପୋଟରଜିଲ୍ଲାନୟାଗଡ

ମା ତାରିଣୀ ଆଞ୍ଚଳିକ ସେବା ଓ କଲ୍ୟାଣ ସଂଘ ର ଚତୁର୍ଥ ବାର୍ଷିକ ଉତ୍ସବ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ମା ତାରିଣୀ ଆଞ୍ଚଳିକ ସେବା ଓ କଲ୍ୟାଣ ସଂଘ…

ଅନୁଗୁଳଆମ ରିପୋଟରଜିଲ୍ଲା

NTPC ର ପାଉଁଶ ପୋଖରୀ ହୋଇଛି କାଳ : ସଙ୍କଟରେ ଗାଈଗୋରୁଙ୍କ ଜୀବନ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : କମ୍ପାନୀର ଖାମଖିଆଲି ନୀତି ଯୋଗୁଁ ସଂକଟରେ ଗୋ ସମ୍ପଦ , ଗାଇ ଗୋରୁ…