ଆମ ରିପୋଟରଗଜପତିଜିଲ୍ଲା

ଶ୍ରୀମଦ ଭାଗବତ ସପ୍ତାହ ଜ୍ଞାନଯଜ୍ଞ ପାରାୟଣ ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ନିକଟରେ ଥିବା ବଡ ରାଧା…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଦାମିଆ ବରବରା ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର : ହତ୍ୟା ସନ୍ଦେହ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଥାନା ଅଧୀନ ଦାମିଆ ବରବରା ଜଙ୍ଗଲରୁ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହର…

ଆମ ରିପୋଟରକନ୍ଧମାଳଜିଲ୍ଲା

ବାରଖମା ହାତେ ଏକ ଦିବସୀୟ କବାଡି ଟ୍ରଫି : ଚାମ୍ପିଅନ୍‌ ହେଲା ସ୍ପୋର୍ଟ୍ସ କ୍ଲବ ବାରଖମା !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କ୍ରୀଡ଼ା ପ୍ରତିଭାର ବିକାଶ ସହ ଯୁବପିଢ଼ିଙ୍କ ମଧ୍ୟରେ କବାଡି ପ୍ରତି ଆଗ୍ରହ ବଢ଼ାଇବା…

ଆମ ରିପୋଟରକଟକଜିଲ୍ଲା

ମା’ ଚର୍ଚ୍ଚିକାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜାର ପହିଲି ପୂଜା !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଶରତ ଆକାଶରେ ଧଳା କାଶତଣ୍ଡୀର ହସ, ପବନରେ ପାର୍ବଣର ମହକ। ମା’ଙ୍କ ଆଗମନୀକୁ ନେଇ…

ଆମ ରିପୋଟରକନ୍ଧମାଳଜିଲ୍ଲା

କଲଭର୍ଟ ରାସ୍ତାରେ ବୃହତ୍‌ ଗର୍ତ୍ତ : ବିପଦରେ ଯାତାୟାତ କରୁଛନ୍ତି ଶହ ଶହ ଛାତ୍ରଛାତ୍ରୀ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କଲଭର୍ଟ ରାସ୍ତାରେ ବୃହତ୍‌ ଗର୍ତ୍ତ , ବିପଦରେ ଯାତାୟାତ କରୁଛନ୍ତି ଶହ ଶହ…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି ଜିଲ୍ଲାର ୧୪୯ ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ୧୪୯ଟି ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜିତ ହୋଇଯାଇଛି। ଗ୍ରାମବାସୀଙ୍କ ସକ୍ରିୟ…

ଆମ ରିପୋଟରଗଜପତିଜିଲ୍ଲା

ଠିକା କର୍ମଚାରୀଙ୍କ ସମସ୍ୟା ନେଇ TPSODL ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : TPSODL ଅଧୀନରେ କାର୍ଯ୍ୟରତ କିଛି ଠିକା କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ଗଜପତି ଜିଲ୍ଲା…

ଆମ ରିପୋଟରଗଜପତିଜିଲ୍ଲା

ମହେନ୍ଦ୍ରଗିରିରେ ୨୩ତମ ଜାତୀୟ MTB ଚାମ୍ପିଅନଶିପ୍‌ର ତୃତୀୟ ଦିନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାହାଡ଼ସ୍ଥିତ କୋଇନପୁର ଗ୍ରାମରେ ଚାଲିଥିବା ୨୩ତମ ଜାତୀୟ MTB ସାଇକ୍ଲିଂ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଗୋଳିଆ ପାଣି ଭରସାରେ ବେତବାଡ଼ିବାସୀ : ଏକମାତ୍ର ନଳକୂପରୁ ମିଳୁନି ସ୍ୱଚ୍ଛ ଜଳ, ରୋଗ ବଢ଼ୁଥିବା ଅଭିଯୋଗ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେତବାଡ଼ି ଗ୍ରାମରେ ଦୀର୍ଘ…