ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ରାତି ପାହିଲେ ଗୁରୁଦିବସ : ଲୋୟର ପିଏମଜି ରେ ଶିକ୍ଷକଙ୍କ ମାଳ ମାଳ ଆନ୍ଦୋଳନ ତମ୍ବୁ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଗୁରୁଙ୍କୁ ନମଣିବ ନର , ଗୁରୁ ହିଁ ସାକ୍ଷାତ ଈଶ୍ବର ! ହେଲେ ବଦଳି…

ଆମ ରିପୋଟରଗଜପତିଜିଲ୍ଲା

ଗାଜିଆବାଦ୍ ରେ ଓକିଲ ଙ୍କୁ ହତ୍ୟା ପ୍ରତିବାଦରେ ଗଜପତି ଜିଲ୍ଲା ଓକିଲ ସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଓକିଲ ସଙ୍ଘ…

ଆମ ରିପୋଟରଜିଲ୍ଲାନୟାଗଡ

ଜାତୀୟ ସ୍ତରୀୟ ଟାଇକୋଣ୍ଡ ଚମ୍ପିୟାନସିପ ରେ ନୟାଗଡ଼ ଜିଲ୍ଲାର କୃତିତ୍ୱ !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଚଳିତ ସେପ୍ଟେମ୍ବର ମାସ ୨ ରୁ ୪ ତାରିଖ ମଧ୍ୟରେ ଝାରଖଣ୍ଡ ରାଞ୍ଚି ଠାରେ…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି ରେ କଂଗ୍ରେସ ଓ ବିଜେପି କର୍ମୀଙ୍କ ବିଜେଡିରେ ଯୋଗଦାନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ ନୀତିରେ ଅନୁପ୍ରାଣିତ ହୋଇ ଗଜପତି ରେ କଂଗ୍ରେସ ଓ ବିଜେପି…

ଆମ ରିପୋଟରଜିଲ୍ଲାରାୟଗଡା

ଜିଲ୍ଲାପାଳ କାର୍ଯ୍ୟାଳୟ କର୍ମଚାରୀଙ୍କ ସାମୁହିକ ସଫେଇ କାର୍ଯ୍ୟକ୍ରମ !!!

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଭାସ୍କର ରୋଇତଙ୍କ ସମେତ…

ଆମ ରିପୋଟରଜିଲ୍ଲାଯାଜପୁର

ତଳଡିହ ଜୁଆଙ୍ଗ ବସ୍ତିରୁ ୯ ଜଣ ଅପପୃଷ୍ଟି ଶିଶୁ ଉଦ୍ଧାର : ସୁକିନ୍ଦା ପୁଷ୍ଟି ସାଧନ କେନ୍ଦ୍ରରେ ଭର୍ତ୍ତି !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଦିନକ ମଧ୍ୟରେ ଅପହଞ୍ଚ ତଳଡିହ ଜୁଆଙ୍ଗ ବସ୍ତିରୁ ୯ ଜଣ ରୋଗଣା ଶିଶୁଙ୍କୁ ଉଦ୍ଧାର…

ଆମ ରିପୋଟରଗଜପତିଜିଲ୍ଲା

ପାରଳାଖେମୁଣ୍ଡି ବ୍ରାହ୍ମଣ ସମାଜ ବୈଠକ ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ତିତ ବଡ ରାଧାକାନ୍ଥ ମଠ ପ୍ରାଙ୍ଗଣରେ ଆଜି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

କେବେ ହେବ ନିଷ୍କାସନ ଚିଲିକା ମାନସିଂପୁର ବାଉଁଶମୂଳ ରାସ୍ତା ରେ ଜମି ରହିଥିବା ପାଣି !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ମାନସିଂପୁର ପଞ୍ଚାୟତର ବାଉଁଶ ମୂଳଠାରୁ ବରୁଣପଡା, ସୋରଣ, ମୁଣ୍ଡଳକୁ…

ଆମ ରିପୋଟରଗଜପତିଜିଲ୍ଲା

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାର ତିନି ଗୋଟି ବୃହତ୍ତ ଜଳାଶୟକୁ ଅର୍ଥ ମଞ୍ଜୁର : ଧନ୍ୟବାଦ ସଭା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ଗୋଷାଣି ବ୍ଲକ ଅନ୍ତର୍ଗତ କୃଷ୍ଣ ସାଗର ଡ୍ୟାମ ନିକଟରେ ମୁଖ୍ୟମନ୍ତ୍ରୀ ଅଭିଯୋଗ…