ଆମ ରିପୋଟରଜିଲ୍ଲାନୟାଗଡ

ଶ୍ରୀ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଭଳି ବେସରକାରୀ ସ୍କୁଲରେ” ମୋ ସ୍କୁଲ ଅଭିଯାନ ” !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ୱଭୂଷଣ ମହାପାତ୍ର : ବିଦ୍ଯାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନିଜ ବିଦ୍ଯାଳୟର ସର୍ବାଙ୍ଗୀନ ଉନ୍ନତି ଏବଂ ବିକାଶ କାର୍ଯ୍ୟକ୍ରମରେ…

ଆମ ରିପୋଟରଗଜପତିଜିଲ୍ଲା

ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଏବଂ ଗ୍ରାମ୍ୟ ମୁଖୀ ପ୍ରଶାସନ କାର୍ଯ୍ୟକ୍ରମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ ବୋମୀକା ଗ୍ରାମ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଅନ୍ଧାରୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁପ୍ତ ଲୀଳା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଲକ ହଳନ୍ଦା ରାଧା ମୋହନ ଦେବଙ୍କ ମଠ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗୁପ୍ତ…

ଆମ ରିପୋଟରଗଜପତିଜିଲ୍ଲା

ପାରଳାଖେମୁଣ୍ଡି ମାତୃମଣ୍ଡଳୀ ଦ୍ୱାରା ଆୟୋଜିତ ଶ୍ରୀରାମଚରିତ ମାନସ ପଠନ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜଗଦଗୁରୁ ଶ୍ରୀ କୃପାଳୁ ମହାରାଜଙ୍କ ଅନୁଗାମୀ ସାଧ୍ବୀ ଅନୁସୂୟା ଦାସୀ ପାରଳା ନଗରର ମହିଳା…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ରେ ବିଶ୍ୱକପ ହକି ‘ ଟ୍ରଫି ‘ କୁ ବିପୁଳ ସମ୍ବର୍ଦ୍ଧନା !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ନୟାଗଡ଼ ଜିଲ୍ଲାରେ ପ୍ରଥମେ ପ୍ରବେଶ କଲା ପୁରୁଷ ବିଶ୍ବ…

ଆମ ରିପୋଟରକନ୍ଧମାଳଜିଲ୍ଲା

କନ୍ଧମାଳ ରେ ମାସାନ୍ତ ରବିବାସରୀୟ ସାହିତ୍ୟ ଆସର !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମୁଖ୍ୟର ମାସାନ୍ତ ରବିବାସରୀୟ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଆସନ୍ତା ୨୮ ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଙ୍କ ବାଣପୁର ଗସ୍ତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆସନ୍ତା ୨୮ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ପଲଟଣ ପଡିଆ…

ଆମ ରିପୋଟରକଟକଜିଲ୍ଲା

ଶୁଭମ୍ ବିଦ୍ୟା ନିକେତନର ୨୫ ତମ ବାର୍ଷିକ କ୍ରୀଡା ଉଦଯାପିତ !!!

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୂଆପଡ଼ା ସ୍ଥିତ ଶୁଭମ ବିଦ୍ୟା ନିକେତନର ୨୫ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ବଡ଼କୁଳ ଚନ୍ଦନ ପଡିଆ ଠାରେ ସାଇ ସମ୍ପୂର୍ଣା ସେବା ସଂସ୍ଥାନ ର ଉଦଘାଟନୀ ଉତ୍ସବ ସମାରୋହ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଡ଼କୁଳ ପଞ୍ଚାୟତର ଚନ୍ଦନ ପଡିଆରେ ମହା ଆଡମ୍ବର ରେ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ : ଚାଳକ ମୃତ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବଡ଼ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।…