Breaking newsଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

ଚିଲିକା ଡଙ୍ଗା ବୁଡି ଘଟଣା : ନିଖୋଜ ଥିବା ବ୍ୟକ୍ତିଙ୍କର ମୃତଦେହ ଠାବ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗତକାଲି ଅପରାହ୍ନରେ ଚିଲିକାରେ ଡ଼ଙ୍ଗାବୁଡି ଘଟଣାରେ ୧୧ ଯାତ୍ରୀ ଉଦ୍ଧାର ହୋଇଥିବା ବେଳେ ଜଣେ…

Breaking newsଆମ ରିପୋଟରକଟକଜିଲ୍ଲାବାଲେଶ୍ୱରରାଜ୍ୟ

ଚିଲିକା ରେ ଓଲଟିଲା ଡଙ୍ଗା : ଜଣେ ଯାତ୍ରୀ ନିଖୋଜ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମା କାଳିଜାଇ ପୀଠରୁ ଦର୍ଶନ ସାରି ଏକ ଯାତ୍ରୀବାହୀ ଡ଼ଙ୍ଗା ବାଲୁଗାଁ ଫେରିବା ବାଟରେ…

Breaking newsଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଘର ଭିତରୁ ବିୟୁଟିପାର୍ଲର ମାଲିକାଣି ଙ୍କ ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଫାୟାର ଷ୍ଟେସନ ନିକଟରେ ଘର ଭିତରୁ ବିୟୁଟିପାର୍ଲର ମାଲିକାଣୀ ଙ୍କ ଗଳିତ ଝୁଲନ୍ତା…

Breaking newsଅପରାଧଆମ ରିପୋଟରକଟକଜିଲ୍ଲାରାଜ୍ୟ

ଚୋରା ବେପାରୀ ଙ୍କ ଚୋରା ଚାଲାଣ ର ଚୋରାପଥ !!!

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ସହର ଭିତରକୁ ଏବଂ ସହର ମଧ୍ୟରୁ ବାହାରକୁ ବଢ଼ିବାରେ ଲାଗିଛି ଚୋରା ଚାଲାଣ…

Breaking newsଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ବାଣପୁର ବାଇପାସ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଜଣେ ମୃତ , ଛଅ ଗୁରୁତର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ବାଣପୁର ବାଇପାସ୍ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା . ଖୋର୍ଦ୍ଧା ଜିଲ୍ଲା…

Breaking newsଅନୁଗୁଳଅପରାଧଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟସ୍ମାର୍ଟ ସିଟି

ପୂର୍ବତନ ବିଧାୟକ ଅନୁପ ସାଏ ଙ୍କୁ ଆଜୀବନ କାରାଦଣ୍ଡାଦେଶ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବ୍ରଜରାଜନଗର ର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ । ଏନେଇ ଆଜି…

Breaking newsଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ପୁଣି ଖାରଜ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ପୁଣି ଖାରଜ ହୋଇଛି । ଜେଏମଏଫସି…

Breaking newsଆମ ରିପୋଟରଜିଲ୍ଲାଯାଜପୁର

ବାରଗଡିଆ ଟୋଲ ଗେଟ ଛକ ପାଖ ମୁଖ୍ୟ ରାସ୍ତାରେ ଡ୍ରମ୍ଫର୍ ଓଲଟି ଡ୍ରାଇଭର ଗୁରୁତର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ ବାରଗଡିଆ ଟୋଲ ଗେଟ ଛକ ପାଖ ମୁଖ୍ୟ ରାସ୍ତାରେ ରାତି…

Breaking newsଅପରାଧଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ନିର୍ବାଚନ ପାଇଁ ଟଙ୍କା ବାଣ୍ଟୁଥିଲେ : ପୋଲିସ ହାତରେ ଧରା ପଡିଲେ !!!

କଟକ ( ଆୱାଜ ମିଡ଼ିଆ ) – : ସମଗ୍ର ରାଜ୍ୟରେ ଆରମ୍ଭ ହୋଇ ସାରିଛି ମତଦାନ . ତେବେ ନିର୍ବାଚନ ପୂର୍ବରୁ ଗତକାଲି କେତେକ ସ୍ଥାନରେ…

Breaking newsଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟ

ପାନୀୟ ଜଳଦାନ କେନ୍ଦ୍ର ଶୁଭାରମ୍ଭ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଅଗ୍ରଣୀ ସାମାଜିକ ସଂଗଠନ ଜନମଙ୍ଗଳ ପରିଷଦ ଦ୍ୱାରା ପାନୀୟ ଜଳ ଯୋଗାଣ କେନ୍ଦ୍ର ର…