ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲାମୁଖ୍ୟ ଖବରରାଜ୍ୟ

ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା : ମା ଓ ନବଜାତ ଶିଶୁ ର ମୃତ୍ୟୁ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ର…

ଅପରାଧଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟ

ପ୍ରକୃତ ଦୋଷୀ ଧରାପଡୁ ଏବଂ ଅଜିତ ମହାପାତ୍ରଙ୍କୁ ନ୍ୟାୟ ମିଳୁ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପନ୍ଦର ଦିନ ତଳେ ପୁଅ ମୁନା ଗଣେଷ ପୂଜା ପାଇଁ ଗାଁକୁ ଆସିଥିଲା…

ଆମ ରିପୋଟରଜିଲ୍ଲାଦେଶବିଦେଶନୟାଗଡମୁଖ୍ୟ ଖବରରାଜ୍ୟ

ବିଦେଶରୁ ପ୍ରଶିକ୍ଷଣ ନେଇ ଫେରିଲେ ଅନୁଭବ ପଟ୍ଟନାୟକ !!!

ଖଣ୍ଡପଡ଼ା ( ଆୱାଜ ମିଡିଆ ) – ବିଶ୍ବଜିତ ବାରିକ : ଆମେରିକା ସରକାରଙ୍କ ଦ୍ଵାରା ୱାଂଶିଟନ ରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିବା ଖଣ୍ଡପଡାର…

ଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜ୍ୟ

ଏ ଲଢେଇ କଟକ ମାଟିର : ଏ ଲଢେଇ ବାରବାଟୀ ର ହକ୍ ର !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଐତିହାସିକ କଟକ ସହରର ସୌର୍ଯ୍ୟ ବାରବାଟୀ ଦୁର୍ଗର ହକ ପାଇଁ ଅଣ୍ଟା ଭିଡ଼ିଲେ ଯୁବଗୋଷ୍ଠୀ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲାମୁଖ୍ୟ ଖବରରାଜ୍ୟ

ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ଙ୍କ କଳା ବ୍ୟାଚ ପରିଧାନ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କାର୍ଯ୍ୟରତ ସାମ୍ବାଦିକଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ଙ୍କ କଳା…

ଆମ ରିପୋଟରକଟକଜିଲ୍ଲାଦେଶବିଦେଶମୁଖ୍ୟ ଖବରରାଜ୍ୟ

ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ଶୀକାର ଦାରା ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ଶୀକାର ହୋଇଛନ୍ତି , ଦାରା ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ…

ଆମ ରିପୋଟରକଟକଜିଲ୍ଲାଦେଶବିଦେଶମୁଖ୍ୟ ଖବରରାଜ୍ୟ

କଟକ ମାଟିରେ ସୁବାଷ ପ୍ରେମୀ ଅନୁଜ ଧରଙ୍କୁ ଭବ୍ଯ ସ୍ୱାଗତ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଓଡିଶାର ମହାନ ସଂଗ୍ରାମୀ ସୁବାଷ ବୋଷଙ୍କ ସ୍ମାରକୀ ଓ ମିୟୁଜିୟମକୁ ଦର୍ଶନ କରିବା ପାଇଁ…

Breaking newsଆମ ରିପୋଟରଜଗତସିଂହପୁରଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ବଉଳାଙ୍ଗ ଗ୍ରାମ ଗଣେଶ ପୂଜା ଭସାଣୀ ଗଣ୍ଡଗୋଳ କୁ ନେଇ ଭିନ୍ନ ରାଜନୀତି !!!

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ପାଟପୁର ପଞ୍ଚାୟତ ବଉଳାଙ୍ଗ ଗ୍ରାମ ରେ ଗଣେଷ ପୂଜା…

Breaking newsଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜ୍ୟ

ପୁଣି ଚର୍ଚ୍ଚାରେ ବାଙ୍କୀ ମହାବିଦ୍ୟାଳୟର ହଷ୍ଟେଲ ପରିଚାଳନା : ପିଲାଙ୍କୁ ଦିଆଯାଉଛି ବିପିଏଲ ଚାଉଳ ର ଭାତ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପୁଣି ଚର୍ଚ୍ଚାରେ ବାଙ୍କୀ ମହାବିଦ୍ୟାଳୟର ହଷ୍ଟେଲ ପରିଚାଳନା ବ୍ୟବସ୍ଥା ! ପିଲାଙ୍କୁ ଦିଆଯାଉଛି ବିପିଏଲ…

ଆମ ରିପୋଟରଜଗତସିଂହପୁରଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ଯତୀନଙ୍କୁ ନେଇ ପାରାଦୀପ ରାଜନୀତିରେ ଚର୍ଚ୍ଚା : ବିଜେପିର ନିନ୍ଦା !!!

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ଯତୀନଙ୍କୁ ନେଇ ସରଗରମ ହୋଇଉଠିଛି ପାରାଦୀପ ରାଜନୀତି | ଗତ କିଛି ଦିନ ତଳେ…