ଅପରାଧଆମ ରିପୋଟରଜିଲ୍ଲାରାଜ୍ୟରାୟଗଡା

ପ୍ରେମ ମାନେନା ବାଧା ବନ୍ଧନ : ପୋଲିସ ଅପାରଗତାରୁ ” କଙ୍ଗାରୁ କୋର୍ଟ ” !!!

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଏହି ଘଟଣାରେ ମଣିଷ ପଣିଆ ମରିଯାଇଛି । ” କଙ୍ଗାରୁ କୋଟ୍ ” ପରମ୍ପରା…

ଅପରାଧଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

କେଶରପୁର ଗ୍ରାମରେ ନୃଶଂସ ହତ୍ୟାକାଣ୍ଡ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଡେରାବିଶ ବ୍ଲକ ଅନ୍ତର୍ଗତ ଦାନପୁର ପଞ୍ଚାୟତର କେଶରପୁର ଗ୍ରାମରେ ଗତକାଲି ରାତିରେ ଘଟିଛି…

ଅପରାଧଆମ ରିପୋଟରକଟକଜିଲ୍ଲା

ମୁଣ୍ଡଳୀ ବ୍ରିଜ ଉପରେ ଗାଡି ଥୋଇ ମହାନଦୀ କୁ ଡେଇଁ ଆତ୍ମହତ୍ୟା ଉଦ୍ୟମ !!!

କଟକ ( ଆୱାଜ ମିଡ଼ିଆ ) ପ୍ରଦୀପ ରାଜ : ମୁଣ୍ଡଳୀ ବ୍ରିଜ ଉପରେ ଗାଡି ଥୋଇ ମହାନଦୀ କୁ ଡେଇଁ ଆତ୍ମହତ୍ୟା ଉଦ୍ୟମ । ଓଡ୍ରାଫ…

ଅପରାଧଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

୭୪୨ କୋଟିରେ ମନମୁଖୀ ରାସ୍ତା କାମ , କେବେ ହେବ କାର୍ଯ୍ୟନୁଷ୍ଠାନ ???

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ୭୪୨ କୋଟିରେ ମନମୁଖୀ ରାସ୍ତା କାମ , କେବେ ହେବ କାର୍ଯ୍ୟନୁଷ୍ଠାନ ?…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଥାନା ଅଞ୍ଚଳରୁ ୪ ଡ଼କାୟତ ଗିରଫ : ସୁନା ରୁପା ଅଳଙ୍କାର ସହ ୩ ବାଇକ ଜବତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଥାନା ଅଞ୍ଚଳରେ ଦିନ କୁ ଅପରାଧିକ ଘଟଣା ଘଟୁଥିବା ବେଳେ ଥାନା ଅଞ୍ଚଳର…

ଅପରାଧଆମ ରିପୋଟରକଟକଜିଲ୍ଲା

ବୈଦେଶ୍ୱର ରେ ବାଲି ମାଫିଆଙ୍କ ଦବଙ୍ଗଗିରି : ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛି ପ୍ରଶାସନ !!!

ବୈଦେଶ୍ଵର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : କଟକ ଜିଲ୍ଲା ବାଙ୍କୀ ତହସିଲ ଏବଂ ବୈଦେଶ୍ୱର ଥାନା ଅଧୀନରେ ଥିବା ବିଭିନ୍ନ ସ୍ଥାନରୁ…

ଅପରାଧଆମ ରିପୋଟରଜିଲ୍ଲାମୁଖ୍ୟ ଖବରଯାଜପୁର

କାଳିଆପାଣି ଥାନା ଆଇଆଇସି ଶିବ ବେହେରାଙ୍କ ଦବଙ୍ଗଗିରି !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଳିଆପାଣି ଥାନା ଆଇଆଇସି ଶିବ ବେହେରାଙ୍କ ଦବଙ୍ଗଗିରି ! ସୋସିଆଲ ମିଡ଼ିଆ ରେ ପୋଷ୍ଟ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଏକ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ ଅଭିଯୋଗରେ ଅଭିଯୁକ୍ତ ଗିରଫ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଏକ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ ଅଭିଯୋଗରେ ଅଭିଯୁକ୍ତ ଗିରଫ !…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ବିଭିନ୍ନ ପ୍ରକାର ମାଓ ସାମଗ୍ରୀ ଜବତ : ସର୍ଚ୍ଚ ଅପରେସନ ଜାରୀ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଖମଣଖୋଲ ଅଞ୍ଚଳରେ ମାଓ ସଙ୍ଗଠନ ଏକତ୍ରିତ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଯୁବକଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ : ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଯୁବକଙ୍କୁ ପଥରେ ଛେଚି ହତ୍ୟା କରିବା ପରେ ରାସ୍ତାକଡ଼ରେ ଫିଙ୍ଗିଦେଲେ ଦୁର୍ବୃତ୍ତ। କନ୍ଧମାଳ…