ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

କାଳ ହେଲା ଦାଦନ ଖଟିବା , ଓଡିଶା ବାହାରକୁ ଯାଇ ଶ୍ରମିକ ମୃତ ।

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନିଜ ପରିବାରର ପ୍ରତିପୋଷଣ ଓ କିଛି ଅର୍ଥ ଉପାର୍ଜନ ପାଇଁ ଲୋକେ ଦାଦନ ଯାଇଥାନ୍ତି…

ଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ସମିତି ସଭ୍ୟ ଗୁଳିକାଣ୍ଡ ଘଟଣାରେ ଚାରି ଗିରଫ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : କାମାକ୍ଷାନଗର ବ୍ଳକ ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ଜାମୁଝରା ଛକ ଠାରେ ବାରୁଆଁ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଉଗ୍ରତାରା ରୋଡରେ ଟାଙ୍ଗୀ ପୋଲିସ୍ ର ଚଢାଉ : ୩ ଟି ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ଜବତ !!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଂଚଳରେ ଦିନକୁ ଦିନ ବେଆଇନ ପଥର ଖଣି ମାଫିଆଙ୍କ ଆତଙ୍କରାଜ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବଢୁଛି ହାଇୱେ ଲୁଟେରାଙ୍କ ଦୌରାତ୍ମ୍ୟ : ବନ୍ଧୁକ ଦେଖାଇ ମୋବାଇଲ ବ୍ରେସଲେଟ ଲୁଟିନେଲେ ଦୁର୍ବୁତ୍ତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବନ୍ଧୁକ ଦେଖାଇ ଗାଡ଼ି ଡ୍ରାଇଭର ଏବଂ ସହଯୋଗୀଙ୍କ ନିକଟରୁ ମୋବାଇଲ, ବ୍ରେସଲେଟ ଓ ଟଙ୍କା…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଟିଭିଏସ ଜୁପିଟର ସ୍କୁଟରକୁ ନିଆଁ ଲଗାଇ ପୋଡି ଦେଇଥିବା ଅଭିଯୋଗ : ବାଲୁଗାଁ ଥାନାରେ ଜଣେ ଅଟକ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଧୂଆଁଳ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା ।…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟ

ପୂର୍ବ ଆକ୍ରୋଶରୁ ସାମ୍ବାଦିକଙ୍କ ଘରେ ପଶି ଅସଦାଚରଣ ଉଦ୍ୟମ ସହ ପରିବାର ଲୋକଙ୍କୁ ଆକ୍ରମଣ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦିନକୁ ଦିନ ସାମ୍ବାଦିକ ପ୍ରତି ଅନ୍ୟାୟ ,ଅତ୍ୟାଚାର, ଆକ୍ରମଣ ବଢି ଚାଲିଥିବା ବେଳେ ଏଥିରୁ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଡକାୟତି ଯୋଜନା କରୁଥିବା ବେଳେ ୪ ଗିରଫ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଗୋଡିପଡା ଟୋଲ ଗେଟ ନିକଟରେ ୪ଜଣ ଯୁବକ ଡକାୟତି କରିବା…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବ୍ରାଉନସୁଗାର ଜବତ କଲା ଟାଙ୍ଗୀ ଅବକାରୀ ବିଭାଗ : ଅଭିଯୁକ୍ତ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଟାଙ୍ଗୀ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି । ବ୍ରାଉନସୁଗାର ସହ ଜଣେ ବ୍ୟକ୍ତିଙ୍କୁ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁରରେ ଟୀକା କରଣକୁ ନେଇ ଉତ୍ତେଜନା : ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ସହ ମିଥ୍ୟା ଅଭିଯୋଗ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମହାମାରୀ କରୋନା କୁ ପ୍ରତିହତ ପାଇଁ ଏକ ମାତ୍ର ବିକଳ୍ପ ଟୀକାକରଣ ହୋଇଥିବା ବେଳେ…

ଅପରାଧଆମ ରିପୋଟରକଟକଖୋର୍ଦ୍ଧାଦେଶବିଦେଶମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ଆଉ ନାହାନ୍ତି ସାମ୍ବାଦିକ ଅରିନ୍ଦମ ଦାସ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅଘଟଣ ର ଖବର ସଂଗ୍ରହ କରୁ କରୁ ନିଜେ ହେଲେ ଦୁର୍ଘଟଣାର ଶୀକାର .…