ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ କିମ୍ଭିରୀପଡା ଗ୍ରାମ ନିକଟ କଂସାରୀ ନଈରୁ ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜଣେ ଅଜଣା ମହିଳାଙ୍କ ମୃତଦେହ କଂସାରି ନଈରେ ଭାସି ଆସିଥିବା ବେଳେ , ବାଲୁଗାଁ…

ଅପରାଧଆମ ରିପୋଟରଖୋର୍ଦ୍ଧାଗଂଜାମଜିଲ୍ଲା

ଟ୍ରକ ଧକ୍କାରେ ତିନି ମୃତ : ଚାଲିଗଲା ଦୁଇ କାଉଡିଆ ଙ୍କ ଜୀବନ !!!

ଗଞ୍ଜାମ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡିମ୍ବିରିଆ ଗ୍ରାମର ୧୬ ନମ୍ବର ଜାତୀୟ ରାଜପଥରେ…

ଅପରାଧଆମ ରିପୋଟରକଟକଜିଲ୍ଲା

କଲେଜ ବରଣ୍ଡାରେ ପିଉଥିଲେ ମଦ : ଉଠାଇନେଲା ପୁଲିସ !!!

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ମହାଙ୍ଗା ପଡିଲା ମହାବିଦ୍ୟାଳୟ ପରିସରରେ ମଦ୍ୟପାନ ! କଲେଜ ଭିତରେ ପଶି ଉଠାଇନେଲା ପୁଲିସ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ୧୬ ନମ୍ବର ଜାତୀୟ ରାଜପଥ ରେ ଅଜଣା ଗାଡି ଧକା ରେ ଦୁଇ ମୃତ : ଜଣେ ଆହତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ ବିଷୁଡିହ ଛକ ନିକଟରେ…

ଅପରାଧଆମ ରିପୋଟରଗଜପତିଜିଲ୍ଲା

ଅପହରଣ ମାମଲାରେ ଚାରି ଅଭିଯୁକ୍ତ କୋର୍ଟ ଚାଲାଣ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ରେ ଚାଞ୍ଚଲ୍ୟ : ଗୋଟିଏ ଘରେ ପଡ଼ି ରହିଛି ବାପା ଝିଅଙ୍କ ମୃତଦେହ !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ରୁ ସାମ୍ନାକୁ ଆସିଛି ଦୁଃଖଦ ଖବର l ଗୋଟିଏ ଘରେ ପଡ଼ି ରହିଛି ବାପ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତ ଗିରଫ : ନାବାଳିକା ଉଦ୍ଧାର !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ନାଭାଲ ଫାଣ୍ଡି ଅଧିନସ୍ଥ ଚନ୍ଦ୍ରାପୁଟ ଗ୍ରାମର ଜଣେ ନାବାଳିକାକୁ ଗତ ମାସରେ ସେହି…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ସାମ୍ବାଦିକା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ପାରିବାରିକ କଳହ ଓ ସନ୍ଦେହରୁ ଘଟିଲା ଅଭାବନୀୟ ଘଟଣା ! ଟ୍ରେନ ଆଗକୁ…