ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଥାନା ଅଞ୍ଚଳରେ ପାଣି ପାଉଚ୍ ନାଁରେ ନକଲି ମଦ କାରବାର : ୨ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବ୍ୟାଗ୍ ରେ ନକଲି ମଦ କାରବାର , ତାହା ପୁଣି ଖୁଲୁମ୍ – ଖୋଲା…

ଅପରାଧଆମ ରିପୋଟରକଟକଜିଲ୍ଲା

ଗୋରକ୍ଷକ ମାନଙ୍କୁ ଜାମିନ ପ୍ରଦାନ କଲେ ମାନ୍ୟବର କଟକ ଜିଲ୍ଲା ଅଦାଲତ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବେଆଇନ ଗୋ ମାଂସ ଚାଲାଣକୁ ବିରୋଧ କରି ଗୋରକ୍ଷକ ଙ୍କୁ ଜେଲ ଯିବାକୁ ପଡିଲା…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

କନ୍ଧମାଳରେ ଟିଫିନ ବୋମା ସାମଗ୍ରୀ ସହ ଆଇଇଡି ଜବତ : ଟାର୍ଗେଟରେ ଥିଲେ ବିଏସ୍‌ଏଫ୍‌ ଜବାନ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରୁ ଶୁକ୍ରବାର ଟିଫିନ ବୋମା ସାମଗ୍ରୀ ଜବତ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଅଶୋକଝର ଠାରେ ମହିଳା ପର୍ଯ୍ୟଟକଙ୍କ ଠାରୁ ମୋବାଇଲ ଲୁଟିନେଲେ ଲୁଟେରା !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଅଞ୍ଚଳର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଅଶୋକଝର ଠାରେ ମହିଳା ପର୍ଯ୍ୟଟକଙ୍କୁ ମାଡ଼ ମାରି…

ଅପରାଧଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଯୌତୁକ ଜ୍ୱାଳାରେ ଚାଲିଗଲା ନବବଧୁ ର ଜୀବନ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଯୌତୁକ ଜ୍ୱାଳାରେ ଚାଲିଗଲା ନବବଧୁ ର ଜୀବନ । ବିବାହ କୁ ଦୁଇ…

ଅପରାଧଆମ ରିପୋଟରକଟକଜିଲ୍ଲା

ବାଙ୍କୀ ମୁଖ୍ୟ ବଜାରରେ ବୁଲିଲା ଖଣ୍ଡା : ପୁଲିସ ହେଲା ନାକେଦମ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବାଙ୍କୀ ରୁ ସାମନାକୁ ଆସିଲା ଚାଞ୍ଚଲ୍ୟକର ଦୃଶ୍ୟ ! ହାତରେ ଖଣ୍ଡା ଓ ମାର୍ତ୍ତୁଲ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଖଣି ଅଞ୍ଚଳରୁ ନାବାଳିକା ଓ ମହିଳାଙ୍କୁ ଅନ୍ୟ ରାଜ୍ୟକୁ ଚାଲାଣ ଅଭିଯୋଗରେ ଦୁଇ ଜଣ ଗିରଫ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଖଣି ଅଞ୍ଚଳରୁ ନାବାଳିକା ଓ ମହିଳାଙ୍କୁ ଅନ୍ୟ ରାଜ୍ୟକୁ ଚାଲାଣ ଅଭିଯୋଗରେ ଦୁଇ ଜଣ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ନିଖୋଜ ରବୀନ୍ଦ୍ରଙ୍କ ମୃତ ଦେହ ଉଦ୍ଧାର, ଅସ୍ବାଭାବିକ ମୃତ୍ୟୁକୁ ନେଇ ସନ୍ଦେହ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ନିଖୋଜ ରବୀନ୍ଦ୍ରଙ୍କ ମୃତ ଦେହ ଉଦ୍ଧାର, ଅସ୍ବାଭାବିକ ମୃତ୍ୟୁକୁ ନେଇ ସନ୍ଦେହ ! ନିଖୋଜ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ସୁନା ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଲୁଟ୍‌ ଘଟଣା : ପାଞ୍ଚ ଜଣିଆ ଟିମ ଗଠନ କରି ଅପରେସନ ଜୋରଦାର !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ମଙ୍ଗଳବାର ପୂର୍ବାହ୍ନରେ ଡକାୟତି ହୋଇଥିବା ଘଟଣା ପରେ…