ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଯାଜପୁର ରୋଡ଼ର ଦଳା ଛକ ଠାରେ ଗୋରୁ ଚମଡା ବୋଝେଇ କଣ୍ଟେନର ଅଟକ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ରୋଡ଼ର ଦଳା ଛକ ଠାରେ ଏକ ଗୋରୁ ଚମଡା ବୋଝେଇ କଣ୍ଟେନର୍ ଗାଡ଼ି…

ଅପରାଧଆମ ରିପୋଟରକଟକଜିଲ୍ଲା

ବୟସ ଜାଲିଆତି କରି ସରକାରୀ ଚାକିରି ହାତେଇଛନ୍ତି ବାଙ୍କୀ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ : କାର୍ଯ୍ୟାନୁଷ୍ଠାନ ଦାବିକଲେ ଗ୍ରାମବାସୀ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା ବାଙ୍କୀ ବ୍ଲକର ଅଧ୍ୟକ୍ଷାଙ୍କ ସ୍ୱାମୀ ବୟସ ଜାଲିଆତି କରି ରାଜ୍ୟ ସରକାରଙ୍କ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଗୃହପାଳିତ ପ୍ରାଣୀ ସହ ଅପକର୍ମ କରିଥିବା ଅଭିଯୁକ୍ତ କୋର୍ଟ ଚାଲାଣ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅଞ୍ଚଳର ହରିପୁର ଗ୍ରାମରେ ଗୃହପାଳିତ ପ୍ରାଣୀ ସହ ଅପକର୍ମ କରିଥିବା ଅଭିଯୋଗରେ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଗଞ୍ଜେଇ ବୋଝେଇ କାର ଧରିଲା ନୟାଗଡ ଟାଉନ ଥାନା ପୁଲିସ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : କାରରେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ନୟାଗଡ଼ ଟାଉନଥାନା ପୋଲିସ । କାର…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଅଳିଆ ଗଦା ରୁ ମହିଳାଙ୍କ ଶବ ଉଦ୍ଧାର ଘଟଣା : ସିସିଟିଭି ରେ କଏଦ ହୋଇଛି ହତ୍ୟା ର ଲାଇଭ ଚିତ୍ର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ସକାଳୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ବିକୃତ ଚିନ୍ତାଧାରାର କୁତ୍ସିତ କାର୍ଯ୍ୟ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ହରିପୁର ଗ୍ରାମରେ ବୃଦ୍ଧ ବ୍ୟକ୍ତି ଗୋମାତାଙ୍କ ସହିତ କୁକର୍ମ କରିବାକୁ କେନ୍ଦ୍ର କରି ସ୍ଥାନୀୟ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ନିଶା ମାଫିଆଙ୍କୁ ମାଡି ବସିଲା ଅବକାରୀ ବିଭାଗ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଗତକାଲି କୌଣସି ସୁତ୍ରରୁ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ : ପ୍ରଚୁର ପରିମାଣ ରେ ଦେଶୀମଦ ଜବତ , ୪ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରି ପ୍ରଚୁର ପରିମାଣ…

ଅପରାଧଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲାମୁଖ୍ୟ ଖବରରାଜ୍ୟ

କେନ୍ଦ୍ରାପଡାରେ ପୁଣି ଖାକି – ମିଡ଼ିଆ ମୁଁହାମୁହିଁ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡାରେ ପୁଣି ଖାକି ଆଉ ମିଡ଼ିଆ ମୁଁହାମୁହିଁ ! ଡେରବିଶ ଥାନା ଆଇଆଇସି…