ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ବାଲିଗୁଡ଼ା ଥାନା ଅଞ୍ଚଳରେ ପୁଣି ଚୋରି : ତାଲା ଭାଙ୍ଗି ଦୃର୍ବୁତ୍ତ ଲୁଟି ନେଲେ ସୁନା ଅଳଙ୍କାର !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି ବୃଦ୍ଧି…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଗମ୍ଭାରୀମୁଣ୍ଡା ବଜାର ଗୋଦାମ ଗୃହ ରୁ ୫୦ହଜାର ଟଙ୍କା ର ସାମଗ୍ରୀ ଚୋରି ଅଭିଯୋଗ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନିକଟସ୍ଥ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଦିନକୁ ଦିନ ଚୋରି ରାହାଜାନୀ…

ଅପରାଧଆମ ରିପୋଟରକଟକଜିଲ୍ଲା

ଧୂଆଁ ବିସ୍କୁଟ ନାମରେ ଚାଲିଛି ମୃତ୍ୟୁର ବ୍ୟବସାୟ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଧୂଆଁ ବିସ୍କୁଟ ନାମରେ ଚାଲିଛି ମୃତ୍ୟୁର ବ୍ୟବସାୟ ! ଧୂଆଁ ବିସ୍କୁଟକୁ ବ୍ୟାନ କରାଯାଉ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ପାଉଣା ହଡ଼ପ ନେଇ ଯାତ୍ରାପାର୍ଟି ମାଲିକଙ୍କ ବିରୋଧରେ ଅଭିଯୋଗ ଆଣିଲେ ଦମ୍ପତି !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଢ଼େଙ୍କାନାଳ ଅଞ୍ଚଳର ଜଗନ୍ନାଥ ଅପେରାର ମାଲିକ ତାଙ୍କ ଅପେରାରେ କାର୍ଯ୍ୟରତ ଦମ୍ପତିଙ୍କ ଟଙ୍କା ହଡ଼ପ…

ଅପରାଧଆମ ରିପୋଟରକଳାହାଣ୍ଡିଜିଲ୍ଲା

ତ୍ରିକୋଣୀୟ ପ୍ରେମରୁ ହତ୍ୟା : ନାବାଳକ ସହ ଚାରି କୋର୍ଟ ଚାଲାଣ !!!

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସିରାମ ଛତ୍ରୀଆ : କେବେ ପ୍ରେମ ପାଇଁ ଅପହରଣ , ତ କେବେ ହତ୍ୟା । ପ୍ରେମ ରେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାବା ହଟ୍ଟକେଶ୍ୱର ପୀଠରୁ ଚୋରୀ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ବାବା ହଟ୍ଟକେଶ୍ୱର ପୀଠରୁ ଗତକାଲି ରାତିରେ କେହି…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ଷ୍ଟେସନ ନିକଟରେ ଅବକାରୀ ଓ ଆରପିଏଫ ର ମିଳିତ ଚଢାଉ : ଗଞ୍ଜେଇ ଜବତ ଜଣେ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ବିଭାଗ ଓ ଆରପିଏଫ ପକ୍ଷରୁ ମିଳିତ ଚଢାଉ କରାଯାଇ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ବାଲିଗୁଡ଼ାରେ ବଡ଼ ଧରଣର ଲୁଟ : ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଲୁଟେରା !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁନାପାଙ୍ଗା ସାହିରେ ବଡ଼ ଧରଣର ଲୁଟ୍ ହୋଇଥିବା…

ଅପରାଧଆମ ରିପୋଟରଜିଲ୍ଲା

ଅଭାବନୀୟ ଅପରାଧକୁ ନେଇ ବଢୁଛି ପ୍ରତିକ୍ରିୟା : ସାବତ ମା ମାଡ଼ ରେ ଦିବ୍ୟାଙ୍ଗ ପୁଅ ର ମୃତ୍ୟୁ ଘଟଣା !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : କଳଙ୍କ ମୁଣ୍ଡାଇଲେ ଆଉ ଜଣେ ସାବତ ମାଆ । ଯିଏ ସମ୍ପତ୍ତି ଲୋଭରେ ଜଣେ…