ଆମ ରିପୋଟରକଟକଜିଲ୍ଲା

ଆମ ବସଷ୍ଟାଣ୍ଡ ର ଭୂମିପୂଜା ଉତ୍ସବ : ଆଗରୁ ବସଷ୍ଟାଣ୍ଡ ନିର୍ମାଣ ପାଇଁ ତିନି ତିନି ଥର ଶୁଭ ଦିଆଯାଇଛି !!!

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ଠାରେ ଆମ ବସଷ୍ଟାଣ୍ଡ ର ଭୂମିପୂଜା ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ…

ଆମ ରିପୋଟରଗଜପତିଜିଲ୍ଲା

ପାର୍କିଙ୍ଗ ବ୍ୟବସ୍ଥା ଥାଇ ମଧ୍ୟ ରାସ୍ତା ମଝିରେ ପାର୍କିଙ୍ଗ : ଲୋକେ ହଇରାଣ ହରକତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବଜାରକୁ ଯିବା ମୁଖ୍ୟ ରାସ୍ତାରେ ଦୁଇ ଚକିଆ…

ଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ବାଙ୍କୀ ର ନୂଆ ଫର୍ମୁଲା : ଦଳ କଂଗ୍ରେସ – ହେଲେ ଚିହ୍ନ ପଦ୍ମ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଦିନ କୁ ଦିନ ବଦଳୁଛି ରାଜନୈତିକ ପାଣିପାଗ ! କେମିତି ପାର ହେବେ ନିର୍ବାଚନ…

ଆମ ରିପୋଟରଗଜପତିଜିଲ୍ଲା

ବିଦାୟ କାଳୀନ ସମ୍ବର୍ଦ୍ଧନା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସଭା ଗୃହରେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକାରେ ଆନ୍ତର୍ଜାତୀକ ମହିଳା ଦିବସ ପାଳିତ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ନିର୍ବାଚନ ମଣ୍ଡଳୀ ମହିଳା ବିଜୁ ଜନତା ଦଳ ତରଫରୁ ବାଲୁଗାଁ ଉମାମହେଶ୍ୱର ବଣିକ…

ଆମ ରିପୋଟରଜଗତସିଂହପୁରଜିଲ୍ଲା

ମା ” ରାମଚଣ୍ଡୀ ଯୁବ ପରିଷଦ ଆନୁକୂଲ୍ୟରେ ପଞ୍ଚମ ବାର୍ଷିକ ଉତ୍ସବ ଓ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା !!!

ପାରାଦ୍ଵୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ଉଦଯାପିତ ହୋଇଛି କୁଜଙ୍ଗ ଜଳଧରପୁର ଠାରେ ସ୍ଥାନୀୟ ମା’ ରାମଚଣ୍ଡୀ ଯୁବ ପରିଷଦ ଆନୁକୂଲ୍ୟରେ…

ଆମ ରିପୋଟରଜିଲ୍ଲାନୟାଗଡ

ରାସ୍ତା ପ୍ରଶସ୍ତିକରଣ ପାଇଁ ଗଛକଟା : ବିରୋଧ କଲେ ପରିବେଶବିତ୍ !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ପିଟିଏସ ଛକ ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତାଟି ସବୁବେଳେ ଜନଗହଳି ଲାଗି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ପ୍ରଜାପିତ ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ବାଲୁଗାଁ ଶାଖା ରେ ଜାଗର ଉତ୍ସବ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ଅଞ୍ଚଳ ର ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଆଶ୍ରମ ପରିସର…

ଆମ ରିପୋଟରଜିଲ୍ଲାନୟାଗଡ

ଓଡ଼ଗାଁ କୁ ୩୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟିଦେଲେ ବିଧାୟକ ଅରୁଣ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ଗାଁରେ ବିକାଶର ମହାପର୍ବ ଚାଲିଛି। ରାସ୍ତାଘାଟ ଠାରୁ ଆରମ୍ଭ…