ଆମ ରିପୋଟରକଟକଜିଲ୍ଲା

ଧରାପୃଷ୍ଠକୁ ଓହ୍ଲାଇବେ ଜଗତ ଜନନୀ ଦୁର୍ଗତି ନାଶୀନି ମା ଦୁର୍ଗା !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ! ଆଉ ମାତ୍ର ଦିନ କେଇଟା ରହିଲା ଦଶହରାକୁ ।…

ଆମ ରିପୋଟରଜିଲ୍ଲାଦେଶବିଦେଶଯାଜପୁର

ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ବାଂଲାଦେଶରେ ଅନୁଷ୍ଠିତ ହେବ ପଞ୍ଚଦିବସୀୟ ଶାରଦୀୟ ମହୋତ୍ସବ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଜାତି,…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ମନେ ପଡ଼ନ୍ତି ପ୍ରକାଶ ସାର : ବାଣପୁର ରେ ସୃତିଚାରଣ ସଭାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସମସ୍ତଙ୍କ ଆଖିରେ ଲୁହ, ଫେରି ଆସ ସାର ! ଏମିତି କହି ସୃତିଚାରଣ ସଭାରେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢାଉ : ବିପୁଳ ପରିମାଣର ଦେଶୀ ମଦ ଜବତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଏକ ଟିମ୍ ଗଠନ କରାଯାଇ ବାଣପୁର ଥାନା ଅଞ୍ଚଳରେ…

ଆମ ରିପୋଟରଗଜପତିଜିଲ୍ଲା

ଶିଶୁଯତ୍ନ ଅନୁଷ୍ଠାନର ଶିଶୁଙ୍କ ପ୍ରତିଭା ବିକାଶ ନିମନ୍ତେ ଉତ୍ସାହ କାର୍ଯ୍ୟକ୍ରମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ,ଗଜପତି ତରଫରୁ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

କିନ୍ନର ଙ୍କୁ ବ୍ଲାକମେଲ କରିବା ପଡିଲା ମହଙ୍ଗା : ବିଦେଶ ଫେରନ୍ତା ଯୁବକଙ୍କୁ ଗିରଫ କଲା ବାଣପୁର ପୋଲିସ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜଣେ କିନ୍ନର ଙ୍କୁ ଯୌନ ନିର୍ଯାତନା, ପ୍ରେମରେ ପ୍ରତାରଣା ଏବଂ ଅନ୍ତରଙ୍ଗ ମୁହୂର୍ତ୍ତ ର…

ଆମ ରିପୋଟରଜିଲ୍ଲାନୟାଗଡ

ଇଟାମାଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ମାତୃ କର୍ମଶାଳା ଆୟୋଜିତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଇଟାମାଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅଭିଭାବିକା…

ଆମ ରିପୋଟରଗଜପତିଜିଲ୍ଲା

ଗୋଷାଣି ବ୍ଲକ ସ୍ତରୀୟ ସୁରଭି – ୨୦୨୩ ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉପଲଡା ଗ୍ରାମ ସ୍ଥିତ ଟାଗୋର…

ଆମ ରିପୋଟରଗଜପତିଜିଲ୍ଲା

ମହିଳା ସ୍ନାତକ ମହା ବିଦ୍ୟାଳୟରେ ଜାତୀୟ ଖେଳ ହକି ପ୍ରତି ସଚେତନତା ସୃଷ୍ଟି !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହା ବିଦ୍ୟାଳୟ ପରିସରରେ…