ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଟାଟା କମ୍ପାନୀ ପରିସରରେ ଥିବା ଗାଡିରୁ ତେଲ ଚୋରି ଘଟଣାରେ , ଦୁଇ ଯୁବକ ଗିରଫ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଟାଟା କମ୍ପାନୀ ପରିସରରେ ଥିବା ଗାଡିରୁ ତେଲ ଚୋରି ଘଟଣାରେ , ଦୁଇ ଯୁବକ…

ଆମ ରିପୋଟରଜିଲ୍ଲାରାୟଗଡା

ଜିଲ୍ଲା ରେଡ଼କ୍ରସ ସଂସ୍ଥାର ସାଧାରଣ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ !!!

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରେଡ଼କ୍ରସ ସଂସ୍ଥା ଜିଲ୍ଲା ଶାଖା, ରାୟଗଡର ଆଜି ବାର୍ଷିକ ସାଧାରଣ ଓ କାର୍ଯ୍ୟନିର୍ବାହୀ ବୈଠକ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ରଙ୍ଗିଟାଙ୍ଗର ଗ୍ରାମରେ ଅବକାରୀ ଚଢାଉ : ଦେଶୀ ମଦ ଜବତ , ମହିଳା ଗିରଫ !!!

ଯାଜପୁର ( ଆୱାଜ ମିଡିଆ ) – ଜିଜ୍ଞାସୁ ସାହୁ : ଅବକାରୀ ବିଭାଗ ପକ୍ଷରୁ ରଙ୍ଗିଟାଙ୍ଗର ଗ୍ରାମରେ ଚଢାଉ, ଦେଶି ମଦ ଜବତ ମହିଳା ଗିରଫ…

ଆମ ରିପୋଟରକଟକଜିଲ୍ଲା

କଟକ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ OTET ପରୀକ୍ଷାର୍ଥୀଙ୍କ ବିକ୍ଷୋଭ ପ୍ରଦର୍ଶନ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଲକ୍ଷାଧିକ OTET ପରୀକ୍ଷାର୍ଥୀ ଙ୍କ ଭବିଷ୍ୟତ ଅନ୍ଧାର ରେ । କଟକ ବୋର୍ଡ କାର୍ଯ୍ୟାଳୟ…

ଅପରାଧଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରଯାଜପୁରରାଜ୍ୟ

ବିହାର ରୁ ବ୍ଲାକ ଲିଷ୍ଟ ହେଲା ପରେ ଏବେ ଓଡିଶା ଉପରେ ଲୋଲୁପ ଦୃଷ୍ଟି !!!

ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଓଡ଼ିଶା ସରକାର କମର୍ସିଆଲ ଗାଡ଼ି ମାନଙ୍କରେ (VLTD) vehicle location tracking device ଲଗାଇବା…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ଚର୍ଚ୍ଚାରେ ଶିଶୁ ଚିତ୍ରଶିଳ୍ପୀ ଲଳିତ : ବିଭିନ୍ନ ମହଲରୁ ସାଉଁଟୁଛନ୍ତି ପ୍ରଶଂସା !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବିଭିନ୍ନ ମହଲରୁ ସାଉଁଟୁଛନ୍ତି ପ୍ରଶଂସା , ଚର୍ଚ୍ଚାରେ ଶିଶୁ ଚିତ୍ରଶିଳ୍ପୀ ଲଳିତ ।ବୟସ ମାତ୍ର…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ପୁରୁଣାପାଣି ଗ୍ରାମରେ ଦେଶୀ ମଦ ଜବତ – ମହିଳା ଗିରଫ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଅବକାରୀ ବିଭାଗ ପକ୍ଷରୁ ପୁରୁଣାପାଣି ଗ୍ରାମରେ ଚଢାଉ, ଦେଶୀ ମଦ ଜବତ – ମହିଳା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକାରେ ବୁଡି ଚାଲିଗଲା ବାସୁଦେବଙ୍କ ଜୀବନ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଡକୂଳ ପଞ୍ଚାୟତ ଅଶ୍ଵରୀପାଟଣା ଗ୍ରାମର ବାସିନ୍ଦା ବାସୁଦେବ ନାୟକ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

କବାଟ ସ୍ଥିତ ଚାଷ ଜମି ମେଗା ପ୍ରକଳ୍ପ ସ୍ଥାନରୁ ଚୋରି : ଥାନାରେ ଅଭିଯୋଗ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ କବାଟ ସ୍ଥିତ ଚାଷ ଜମିରେ ଜଳ ସଞ୍ଚଳନ ନିମନ୍ତେ ମେଗା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଉପ ଉପକାରାଗାର ରେ ଅନ୍ତେବାସୀ ଙ୍କୁ ନେଇ ଚାରି ଦିନିଆ ଯୋଗ ଶିବିର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଜିର ବ୍ୟସ୍ତ ବହୁଳ କାର୍ଯ୍ୟଧାରାରୁ କିଛି ସମୟ ବାହାର କରି ଚାପମୁକ୍ତ ଜୀବନ ଓ…