ଅପରାଧଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜ୍ୟ

ସମ୍ବଲପୁର ହିଂସାକାଣ୍ଡକୁ ବିରୋଧ କରି କଟକ ମହାନଗର ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଧାରଣା !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଗତ ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁର ଠାରେ ଶୋଭାଯାତ୍ରା ଉପରେ ସଂଖ୍ୟାଲଘୁ ସମ୍ପ୍ରଦାୟର କିଛି…

ଆମ ରିପୋଟରକଟକଜିଲ୍ଲା

ଲାଲ ବାବା ପୀଠରେ ପଞ୍ଚକୁଣ୍ଡୀୟ ମହାଯଜ୍ଞ ଉଦଯାପିତ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଓଡ଼ିଆ ନବବର୍ଷ ପବିତ୍ର ପଣାସଂକ୍ରାନ୍ତି ଏବଂ ଶ୍ରୀ ହନୁମାନଙ୍କ ଜନ୍ମଦିନ ଅବସରରେ କଟକ ଜିଲ୍ଲା…

ଆମ ରିପୋଟରଗଜପତିଜିଲ୍ଲା

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ କେରଡଙ୍ଗୋ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଆଞ୍ଚଳିକ ପଲ୍ଲୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା !!!

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ଓଡିଶା ର ସମସ୍ତ ଜିଲ୍ଲାରେ ମହୋତ୍ସବ ଆୟୋଜିତ ହେଉଥିବା ବେଳେ ଏବେ କଳା ସଂସ୍କୃତି…

ଆମ ରିପୋଟରଜିଲ୍ଲାନୟାଗଡ

ରାଜ୍ୟସ୍ତରୀୟ ସିଦ୍ଧ ମହାବୀର ମହୋତ୍ସବ ଉଦଯାପିତ !!!

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ ଜିଲ୍ଲା ଭାପୁର ବ୍ଲକ ଜାମୁସାହି ଗ୍ରାମ ଠାରେ ପ୍ରତିଷ୍ଠିତ ସିଦ୍ଧ ମହାବୀର ମନ୍ଦିର…

ଅପରାଧଆମ ରିପୋଟରକଟକଜିଲ୍ଲା

ଲିଙ୍କ ରୋଡ ପେଟ୍ରୋଲ ପମ୍ପ ପାଖରେ ବସରେ ଲାଗିଲା ନିଆଁ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଲିଙ୍କ ରୋଡ ପେଟ୍ରୋଲ ପମ୍ପ ପାଖରେ ବସରେ ଲାଗିଲା ନିଆଁ । କେହି ଦୂର୍ବୁର୍ତ୍ତ୍…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ଉମା ମହେଶ୍ୱର ଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ ଅନୁଷ୍ଠିତ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଉମାମହେଶ୍ୱର ଦେବଙ୍କ ପୀଠରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ପଞ୍ଚଦଶ…

ଆମ ରିପୋଟରକଟକଜିଲ୍ଲା

କଟକ ର ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଜେଡି କଟକ ଜିଲ୍ଲା କାର୍ଯ୍ୟଳୟ…

ଅପରାଧଆମ ରିପୋଟରଜିଲ୍ଲାନବରଙ୍ଗପୁର

ଡାକ୍ତର ଙ୍କ ଅବହେଳା ଯୋଗୁଁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ : ଥାନାରେ ଏତଲା !!!

ଉମରକୋଟ ( ଆୱାଜ ମିଡ଼ିଆ ) – ବିଜୟଲତା ପାଣିଗ୍ରାହୀ : ନବରଙ୍ଗପୁର ଜିଲ୍ଲା ର ମୁଖ୍ୟ ବ୍ୟବସାୟିକ କେନ୍ଦ୍ର କୁହାଯାଉଥିବା ଉମରକୋଟ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ…

ଆମ ରିପୋଟରକଟକଜିଲ୍ଲା

ଅସୁରେଶ୍ଵର ରେ ହନୁମାନ ଶକ୍ତି ଜାଗରଣ ପକ୍ଷରୁ ହନୁମାନ ଙ୍କ ଜନ୍ମତ୍ସବ ପାଳନ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ହନୁମାନ ଶକ୍ତି ଜାଗରଣ ସମିତି ପକ୍ଷରୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅସୁରେଶ୍ଵର ପଞ୍ଚାୟତ ଖେଳପଡିଆ…