ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ମିଲ୍କ ମୁ କ୍ଷୀର କମ୍ପାନୀ ନାମରେ ଗୁରୁତର ଅଭିଯୋଗ : କ୍ଷୀର ରୁ ଲୁଗା ସଫା ପାଉଡର ଭଳି ଦୁର୍ଗନ୍ଧ ବାହାରୁଛି !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିକ୍ରି ହେଉଥିବା ମିଲ୍କ ମନ୍ତ୍ରା ଡାଏରୀ ପ୍ରାଇଭେଟ ଲିମିଟେଡ଼…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଅଞ୍ଚଳର ସମାଜସେବୀ ସୁଶିଲ୍ ବିଷୋୟୀଙ୍କ ଦ୍ବାଦଶାହ ରେ ସ୍ମୃତିଚାରଣ ସଭା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକର ବରିଷ୍ଠ ରାଜନେତା ତଥା ସମାଜସେବୀ ସୁଶିଲ୍ କୁମାର ବିଷୋୟୀଙ୍କର…

ଆମ ରିପୋଟରକଟକଜିଲ୍ଲା

ବାଙ୍କୀ ରେ ଉଚ୍ଚ ଶିକ୍ଷମନ୍ତ୍ରୀ ଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ର ଲୋକାର୍ପଣ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରେ ଉଚ୍ଚ ଶିକ୍ଷମନ୍ତ୍ରୀ ଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ର ଲୋକାର୍ପଣ ଉତ୍ସବ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁରରେ ପ୍ରାଥମିକ ଉପଚାର ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗାଲୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନ ହନ୍ତୁଆଡ ସରକାରୀ…

ଆମ ରିପୋଟରଜିଲ୍ଲାନୟାଗଡ

ଶିଶୁକବି ଜୟକୃଷ୍ଣ ବାରିକ ବାଇକରୁ ପଡି ଆହତ !!!

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ବରିଷ୍ଠ ଖବରଦାତା ତଥା ଶିଶୁକବି ଜୟକୃଷ୍ଣ ବାରିକ ବାଇକରୁ…

ଆମ ରିପୋଟରଗଜପତିଜିଲ୍ଲା

କଥା ଦେଇ କଥା ରଖିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ : ଛାତ୍ରୀଙ୍କ ଲାଗି ଟେବୁଲ ଚେୟାର ପ୍ରଦାନ କଲେ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର…

ଆମ ରିପୋଟରଗଜପତିଜିଲ୍ଲା

ଭକ୍ତି ସଙ୍ଗୀତ ସଂସଦ ର ଗୁରୁ ଏମ୍. ମାଧବ ପାତ୍ର ଙ୍କୁ ” ମାଆ ରାଧାଦେବୀ କଳାଶ୍ରୀ ସମ୍ମାନ ” !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ନବରଙ୍ଗପୁର ଜିଲ୍ଲାର ଏକ ମାତ୍ର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ “ଭାରତୀ କଳା…