ଆମ ରିପୋଟରଜିଲ୍ଲାନୟାଗଡ

ନୂଆଗାଁ ଷ୍ଟେସନ ନିକଟରୁ ନାବାଳିକା ଙ୍କୁ ଉଦ୍ଧାର କଲା ନୟାଗଡ ଚାଇଲଡ ଲାଇନ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଚାଇଲଡ ଲାଇନ ସକାଳ 5ଟା ସମୟ ରେ ଏକ ନାବାଳିକା କୁ ନୂଆଗାଁ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ପଦ୍ମାବତୀ ମେମୋରିଆଲ୍ ଟ୍ରଷ୍ଟ ର ସପ୍ତମ ପ୍ରଦର୍ଶନୀ ମେଳା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଦେବେନ୍ଦ୍ର ବରାଳ : ହାଉସିଂ ବୋର୍ଡ଼ କଲୋନି, ଚନ୍ଦ୍ରଶେଖର ଭୁବନେଶ୍ୱର ଠାରେ ପଦ୍ମାବତୀ ମେମୋରିଆଲ୍ ଟ୍ରଷ୍ଟ ତରଫରୁ ଘର…

ଆମ ରିପୋଟରଜିଲ୍ଲାନୟାଗଡ

” ମା’ ଲୋ ଦକ୍ଷିଣକାଳୀ ” ସଙ୍ଗୀତ ଭିଡିଓ ଉନ୍ମୋଚିତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡର ଅନ୍ୟତମ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ , କଳା – ସାହିତ୍ୟ – ସଂସ୍କୃତିର…

ଆମ ରିପୋଟରକନ୍ଧମାଳଜିଲ୍ଲା

୩୪ ତମ ବାର୍ଷିକ ତେର ଦଣ୍ଡର ମହାମିଳନ ସମାରୋହ ଉଦଯାପିତ : ହଜାର ହଜାର ଭକ୍ତଙ୍କ ସମାଗମ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡାରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା…

ଆମ ରିପୋଟରକଟକଜିଲ୍ଲା

କଳାପଥର ଜାଭିୟର ସ୍କୁଲର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ !!!

କଳାପଥର ( ଆୱାଜ ମିଡିଆ ) – ପ୍ରଶାନ୍ତ କୁମାର କର : କଳାପଥର ଜାଭିୟର ସ୍କୁଲର ଅଷ୍ଟମ ବାର୍ଷିକ ଉତ୍ସବ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ…

ଆମ ରିପୋଟରଜିଲ୍ଲାନୟାଗଡ

ପାର୍କ ନିର୍ମାଣରେ ଠିକାଦାର ସାଜିଛନ୍ତି ବନ କର୍ମଚାରୀ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ପଂଚିରିଡ଼ା ବନ ବିଭାଗର ଗୁମର କଥା ! ପାର୍କ ନିର୍ମାଣରେ ଠିକାଦାର ସାଜିଛନ୍ତି ବନ…

ଆମ ରିପୋଟରଜିଲ୍ଲାଯାଜପୁର

ତିନୋଟି ପୃଥକ ଦୁର୍ଘଟଣାରେ ତିନି ଗୁରୁତର : କଟକ ସ୍ଥାନାନ୍ତର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅଂଚଳରେ ତିନୋଟି ପୃଥକ ଦୁର୍ଘଟଣାରେ ତିନି ଜଣ ଗୁରୁତର ଅବସ୍ଥାରେ କଟକ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ମେଡିକାଲ ରେ ଇଞ୍ଜେକ୍ସନ ନେବା ପରେ ଗ୍ରାମରକ୍ଷୀଙ୍କ ମୃତ୍ୟୁ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦେଖିବାକୁ ଏକ ଅଭାବନୀୟ ଘଟଣା । ଇଞ୍ଜେକ୍ସନ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାପୁରୀ

ହେନ୍ତାଳ ବଣ ସୃଷ୍ଟି ପାଇଁ ଅଣ୍ଟା ଭିଡ଼ିଲେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଛାତ୍ର ଯୁବ ପରିବେଶ କର୍ମୀ ଏନ୍. ନୀଳମାଧବ ପାତ୍ର !!!

କଣାସ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ବନ୍ୟା ବାତ୍ୟା ଝଡ଼ ସୁନାମୀ ଆଦି ପ୍ରାକୃତିକ ବିପର୍ଯ୍ୟୟ ଦାଉରୁ ଓଡ଼ିଶା ଉପକୂଳ କୁ…