ଆମ ରିପୋଟରକଟକଜିଲ୍ଲା

ବାଙ୍କୀ ମହୋତ୍ସବ ପଡିଆରେ ବାଲୁକା କଳାରେ ମା ଚର୍ଚ୍ଚିକା !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବାଙ୍କୀ ମହୋତ୍ସବ ୨୦୨୨ ଅବସରରେ କଚେରୀ ପଡ଼ିଆରେ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ରୋଭର…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲା : ବିନ୍ଦାସ ଚିନୁକୁ ଜେରା କଲା ପୋଲିସ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଗୋପ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲା । ମାମଲାରେ ବିନ୍ଦାସ…

ଆମ ରିପୋଟରଜିଲ୍ଲାନୟାଗଡରାଜନୀତି

ଭାପୁର ବ୍ଲକ ର ମହିଳା ବିଜେଡିର କର୍ମକର୍ତ୍ତା ମନୋନୀତ !!!

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ତଥା ଶାଳପଡା ପଞ୍ଚାୟତର…

ଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜ୍ୟ

ସ୍ଲୋଗାନ ରେ ସ୍ୱଛତା ନାରା : ମହୋତ୍ସବ ମଞ୍ଚରେ ପ୍ଲାଷ୍ଟିକ ପାତ୍ରରେ ଖାଦ୍ୟପେୟ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଧୂମଧାମ ରେ ଚାଲିଛି ବାଙ୍କୀ ମହୋତ୍ସବ ! ବାଙ୍କୀ ଅଞ୍ଚଳର ପ୍ରସିଦ୍ଧ ଗଣପର୍ବ କୁମାର…

ଆମ ରିପୋଟରଜିଲ୍ଲାନୟାଗଡ

ଆଇଟି ବିଭାଗର ପରାମର୍ଶଦାତା ଭାବେ ପୁଣି ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ଦାୟିତ୍ୱ !!!

ଖଣ୍ଡପଡ଼ା ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ରାଜ୍ୟରେ ବିଭିନ୍ନ ନିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ ନିଯୁକ୍ତ । ବିଭିନ୍ନ ନିଗମର…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଯୁବତୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡିଲା ମହଙ୍ଗା : ଦୁଇ ଗିରଫ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ରାଜପଥ କଢ଼ ଗ୍ରାମ ଛକରେ କିଛି ଯୁବକ ସନ୍ଧ୍ୟା ପରେ ଯୁବତୀଙ୍କୁ ଅଶ୍ଲୀଳ…

ଆମ ରିପୋଟରକଟକଜିଲ୍ଲା

ମହୋତ୍ସବ ମଞ୍ଚରେ ହ୍ୟୁମାନ ସାଗର : ତୃତୀୟ ସନ୍ଧ୍ୟାରେ ଝୁମିଲେ ଦର୍ଶକ !!!

ବାଙ୍କୀ ( ଆୱାଜ ମିଡିଆ ) – ପ୍ରଶାନ୍ତ କୁମାର କର : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ ! ତୃତୀୟ ସନ୍ଧ୍ୟାରେ ସରଗରମ ହେଲା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଡାଳତୋଳା ରେ ମା ଗଜଲକ୍ଷ୍ମୀ ମହୋତ୍ସବ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କୁଞ୍ଜୁରୀ ପଞ୍ଚାୟତ ଅନ୍ତର୍ଗତ ଡାଳତୋଳା ସ୍ଥିତ ହାଟ ପଡିଆରେ…

ଆମ ରିପୋଟରଜଗତସିଂହପୁରଜିଲ୍ଲା

ପାରାଦୀପ ବନ୍ଦର ମୁଖ୍ୟ ଚିକିତ୍ସାଳୟ ସହିତ ଯୋଡିହେଲା ଆୟୁର୍ବେଦ ଚିକିତ୍ସା ଏବଂ ଯୋଗ କାର୍ଯ୍ୟକ୍ରମ !!!

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ପାରାଦୀପ ବନ୍ଦର ମୁଖ୍ୟ ଚିକିତ୍ସାଳୟ ସହିତ ଆଜିଠାରୁ ଯୋଡ଼ିହେଲା ଆୟୁର୍ବେଦ ଚିକିତ୍ସା ସହିତ ଯୋଗ…