ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁରର ଯୁବ ଭଲିବଲ୍ ଖେଳାଳି ଆଶିଷ ସ୍ଵାଇଁଙ୍କୁ ସମ୍ମାନୀତ କଲେ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ୧୪ ତମ ଏସୀୟ ପୁରୁଷ ଅଣ୍ଡର – ୧୮ ଭଲିବଲ୍ ଚାମ୍ପିଅନସିପରେ ଦେଶ ପାଇଁ…

ଆମ ରିପୋଟରକଟକଜିଲ୍ଲା

ସ୍ବାଧିନତା ସଂଗ୍ରାମୀ ବିଶ୍ଵନାଥ ପଶାୟତ ପାର୍କ ର ଶୁଭ ଉଦଘାଟନ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ସ୍ୱାୟତ୍ତ ଶାସନ ଦିବସ ଅବସରରେ ସିଡିଏ ସେକ୍ଟର – ୮ ଠାରେ ସ୍ବାଧିନତା ସଂଗ୍ରାମୀ…

ଆମ ରିପୋଟରଜିଲ୍ଲାନୟାଗଡରାଜ୍ୟ

ଦରମା ନପାଇ ଆନ୍ଦୋଳନରେ ବସିବାରୁ ଧମକ ଦେଲେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଦରମା ନପାଇ ଆନ୍ଦୋଳନରେ ବସିବାରୁ ଧମକ ଦେଲେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ .…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ପ୍ରେରଣା ତରଫରୁ ରାଜ୍ୟ ସ୍ତରୀୟ ଚିତ୍ରଶିଳ୍ପୀ ଶିବିର ଆୟୋଜିତ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ପରିବେଶ ସଚେତନତା ପାଇଁ ନିରନ୍ତର କାମ କରି ଆସୁଥିବା ସାମାଜିକ ସଂଗଠନ ପ୍ରେରଣା ତରଫ…

ଅପରାଧଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜ୍ୟ

ଝିଅ ଦୁଷ୍କର୍ମ ର ଶୀକାର : ବାପା କୁ ଅଭିଯୁକ୍ତ ସଜାଇଲା ମା !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ବାପା ଯିଏ କି ପିଲାଙ୍କ ଭବିଷ୍ୟତ ଗଢିବାରେ ନିଜ ଜୀବନ କୁ ତିଳ ତିଳ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ଅନୁଷ୍ଠିତ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା-ବାଲୁଗାଁ ରୋଟାରୀ କ୍ଲବର ଅଧିଷ୍ଠାନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଶିକ୍ଷାର୍ଥୀ…

ଆମ ରିପୋଟରଜିଲ୍ଲାନୟାଗଡରାଜ୍ୟ

ଶିକ୍ଷା ଭିତ୍ତିଭୂମି ର ବିକାଶ ପାଇଁ ରୂପାନ୍ତରିକରଣ ଆବଶ୍ୟକ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ନୟାଗଡ଼ ବ୍ଲକର ୫ ଟି ଉଚ୍ଚ…

ଆମ ରିପୋଟରକଟକଜିଲ୍ଲା

କଟକ ବସ କର୍ମଚାରୀ ସଂଘ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ସେବା ଶିବିର !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ବାଦାମବାଡ଼ିରେ ଥିବା କଟକ ମୋଟର କର୍ମଚାରୀ ସଂଘ ପକ୍ଷରୁ କମୁନିଟି ଲେବେଲ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଗଡ଼ମାଣତୀର ପଞ୍ଚାୟତରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ !!!

ବୋଲଗଡ ( ଆୱାଜ ମିଡିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡ଼ମାଣତୀର ଗ୍ରାମ ପଞ୍ଚାୟତ ରେ ବୃକ୍ଷ ରୋପଣ…