ଆମ ରିପୋଟରକଟକଜିଲ୍ଲା

ଚାରା ବଣ୍ଟନ କରି ” ନୂଆଖାଇ ” ପାଳନ କଲେ ” ପ୍ରକୃତି ବନ୍ଧୁ ” !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଜୀବ ଜଗତରେ ବୃକ୍ଷର ଅବଦାନ ଅସୀମ । ବୃକ୍ଷ ଜୀବଜଗତର ବହୁବିଧ କାର୍ଯ୍ୟ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ କଲେ ପୁରୀ ସାଂସଦ !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ ଜିଲ୍ଲା ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଦ୍ୱିତୀୟ ତୀର୍ଥ ଯାତ୍ରୀ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଦାଶଘର ସାହିରେ ଗଣେଶ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଦାଶଘର ସାହିରେ ଗଣେଶ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ , ଛାତ୍ରଛାତ୍ରୀଙ୍କ ନୃତ୍ୟ…

ଆମ ରିପୋଟରକଟକଜିଲ୍ଲା

ପାଣି ଘେରରେ ଡମପଡା ବ୍ଳକ ପ୍ରବେଶ ଦ୍ଵାର : ଟିକିଏ ବର୍ଷା ହେଲେ ଫୁଟେ ପାଣି ଜମି ରହୁଛି !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଳକ ପ୍ରବେଶ ରାସ୍ତାରେ ଟିକିଏ ବର୍ଷା ହେଲେ ଫୁଟେ ପାଣି ଜମି…

ଆମ ରିପୋଟରଜିଲ୍ଲାନୟାଗଡ

ଏକକ ଅଭିଭାବକ ଓ ଅନାଥ ଶିଶୁଙ୍କ ପାଇଁ ‘କ୍ୟାମ୍ପ କୋର୍ଟ’ ଅନୁଷ୍ଠିତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଏକକ ଅଭିଭାବକ ଓ ଅନାଥ ଶିଶୁମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହ ସେମାନଙ୍କୁ ଆଇନଗତ…

ଆମ ରିପୋଟରକଟକଜିଲ୍ଲା

ବର୍ଷା ସତ୍ୱେ 51 ୟୁନିଟ ରକ୍ତ ସଂଗ୍ରହ : ଗ୍ରାମାଞ୍ଚଳରେ ମହିଳା ଓ ଝିଅ ମାନଙ୍କର ରକ୍ତଦାନ ପ୍ରତି ଆଗ୍ରହ ବଢିଛି !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଳକ ଅନ୍ତର୍ଗତ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ତାଳବସ୍ତ ପରିସରରେ…

ଆମ ରିପୋଟରଜିଲ୍ଲାନୟାଗଡ

ଦାସିଆ ଅଜାଙ୍କ ୨୯ ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ,ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ…

ଆମ ରିପୋଟରଗଜପତିଜିଲ୍ଲା

ଫରେଷ୍ଟ ଗେଟ ଗଣେଶ ପୂଜା କମିଟି ପକ୍ଷରୁ ଧୁମଧାମରେ ପାଳିତ ହେଉଛି ଗଣେଶ ପୂଜା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠରେ ଥିବା ଫରେଷ୍ଟ ଗେଟ ନିକଟରେ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ଜିଲ୍ଲାରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ : ୩୩୨୦ ଟି ମାମଲା ହେଲା ଫଏସଲା !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ…