ଅପରାଧଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ଓଡିଶା ବିଦ୍ୟୁତ ନିୟାମକ ଆୟୋଗର ଖୋଲା ଉଲ୍ଲଙ୍ଘନ କରୁଛି ଟାଟା ପାୱାର !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଓଡିଶା ବିଦ୍ୟୁତ ନିୟାମକ ଆୟୋଗର ଖୋଲା ଉଲ୍ଲଙ୍ଘନ କରିଛନ୍ତି ଟାଟା କର୍ତ୍ତୃପକ୍ଷ .…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ନାଚୁଣି ମହାବିଦ୍ୟାଳୟରେ ବନ ମହୋତ୍ସଵ କାର୍ଯ୍ୟକ୍ରମ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନାଚୁଣି ମହାବିଦ୍ୟାଳୟ ପରିସର ରେ ବନ ମହୋତ୍ସଵ କାର୍ଯ୍ୟକ୍ରମ ସୁରୁଖୁରୁ ରେ ଅନୁଷ୍ଠିତ ହେଇଯାଇଛି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ସାଗରଗୁଆଁ ସେବା ସମବାୟ ସମିତି ଲିଃ ର ନୂତନ ସଭାପତିଙ୍କ ଦାୟିତ୍ୱ ଗ୍ରହଣ !!!

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୋଲଗଡ ବ୍ଳକ ଅନ୍ତର୍ଗତ ସାଗରଗୁଆଁ ସେବା ସମବାୟ ଲିଃ ର ନୂତନ ସଭାପତି କୃଷ୍ଣଚନ୍ଦ୍ର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଜରିପଡ଼ା ଜଗନ୍ନାଥପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବିଳମ୍ଭରେ ଆସୁଥିବା ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପ୍ରତିଦିନ ଭଳି ସ୍କୁଲର ଶିକ୍ଷକ , ଶିକ୍ଷୟତ୍ରୀ ଆସୁଥିଲେ ବିଳମ୍ଭରେ . କିନ୍ତୁ ଆଜି…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବଢିପାରେ ଚିଲିକା ବିଧାୟକଙ୍କ ଅଡୁଆ : ଚାର୍ଜସିଟ୍ ରେ ଯୋଡି ହେଲା ଆଉ ତିନି ଗୋଟି ଦଫା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମୁଖରେ ପୋଲିସ ଓ ଜନସାଧାରଣଙ୍କ ଉପରେ ଗାଡ଼ି ଚଢ଼ାଇଥିବା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

ସ୍ୱର୍ଗତା ଛାତ୍ରୀ ରୁଚିକା ମହାନ୍ତିଙ୍କ ମା’ ଙ୍କ ଉପରେ ପୁଲିସର ଅତ୍ୟାଚାର ପାଇଁ ନବନିର୍ମାଣ ସଙ୍ଗଠନର ଓଡିଶା ବନ୍ଦ ଡାକରା !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ସଦର ମହକୁମା ସ୍ଥିତ ପ୍ରାଣନାଥ ଅଟୋନମସ ମହାବିଦ୍ୟାଳୟ ନିକଟରେ ନବ ନିର୍ମାଣ କୃଷକ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଥାନାରେ ନୂତନ ଅତିରିକ୍ତ ଆଇଆଇସି ଭାବରେ ଯୋଗଦେଲେ ରଶ୍ମିବାଳା ସେଠୀ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ନୂତନ ଅତିରିକ୍ତ ଆଇଆଇସି ଭାବେ ରଶ୍ମିବାଳା ସେଠୀ ଯୋଗ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ସୋରଣ ଗ୍ରାମପଞ୍ଚାୟତର ବେକାର ଯୁବକ ଯୁବତୀ ମାନଙ୍କ ପାଇଁ ରୋଜଗାର ସୁଯୋଗ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଗ୍ରାମ ପଞ୍ଚାୟତର ବେକାର ଯୁବକ ଯୁବତୀ ପାଇଁ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଶ୍ରାବଣ ପ୍ରଥମ ସୋମବାର ରେ ବାଣପୁର ଅଞ୍ଚଳର ଶୈବପୀଠରେ ଭକ୍ତଙ୍କ ଜଳାଭିଷେକ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗତ ଦୁଇ ବର୍ଷର କୋଭିଡ କଟକଣା ପରେ ଚଳିତ ବର୍ଷ ବୋଲବମ ଯାତ୍ରା ଆରମ୍ଭ…