ଆମ ରିପୋଟରଗଜପତିଜିଲ୍ଲା

ଓଡିଶା ମାନଚିତ୍ରରୁ ହଜି ଯାଇଛି କି ଗଜପତିର ରୁବାଲ ଗ୍ରାମ : ଦୀର୍ଘ ବର୍ଷ ଧରି ଭୋଟ ଦେବା ଅଧିକାରରୁ ବଞ୍ଚିତ ଗ୍ରାମବାସୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡିଶା ମାନଚିତ୍ରରୁ ହଜି ଯାଇଛି କି ଗଜପତିର ରୁବାଲ ଗ୍ରାମ.? ଦୀର୍ଘ ବର୍ଷ ଧରି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଗୋଶାଳା ଭିତରେ ଆଣ୍ଠୁଏ କାଦୁଅ : କଲବଲ ହେଉଛନ୍ତି ଗୋରୁ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବେଆଇନ ଗୋଚାଲାଣ ରୋକିବାରେ କଠୋର ଆଭିମୁଖ୍ୟ ନେଇଛନ୍ତି ରାଜ୍ୟ ସରକାର ! ଗୋସୁରକ୍ଷା ନାମରେ…

ଆମ ରିପୋଟରକଟକଜିଲ୍ଲା

ଡମପଡା ବ୍ଳକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ବାଙ୍କୀ…

ଆମ ରିପୋଟରଗଜପତିଜିଲ୍ଲା

ଲଳିତ ମୋହନ ମିଶ୍ର ପାଇଲେ ଶ୍ରେଷ୍ଠ ଶିକ୍ଷକ ସମ୍ମାନ – ୨୦୨୬ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଶନିବାର ଦିନ ୮୦ତମ ସ୍ବାଧୀନତା ଦିବସ ଅବସରରେ ଲଳିତ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଜାଲ ବିକ୍ରି କବଲା ଦେଖାଇ କରାଇ ନେଇଛନ୍ତି ମ୍ୟୁଟେସନ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଜାଲ ବିକ୍ରି କବଲା ଦେଖାଇ କରାଇ ନେଇଛନ୍ତି ମ୍ୟୁଟେସନ ! ପରେ ତହସିଲ କର୍ତ୍ତୃପକ୍ଷଙ୍କୁ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲା

ରାସ୍ତାରେ ଆଉ ପିଚୁ ଦିଶୁନି : ଲୋକେ ଚୁପ , ସ୍ଥାନୀୟ ନେତା ନିଷ୍କ୍ରିୟ ଏବଂ ବିଭାଗ ଶୋଇଛି ନିଦ୍ରାରେ !!!

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ମରଣଯନ୍ତା ପାଲଟିଛି ବାଘମାରୀ – କଳାପଥର ମୁଖ୍ୟ ରାସ୍ତା ! ଦିନକୁ ଦିନ ହୋଇ…

ଆମ ରିପୋଟରକଟକଜିଲ୍ଲା

ଜଳଲାଗି ପାଇଁ ବାଙ୍କୀ ମହାନଦୀ ରେଣୁକା ଘାଟରେ କାଉଡ଼ିଆଙ୍କ ଭିଡ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଶ୍ରାବଣ ତୃତୀୟ ସୋମବାର ରେ ବିଭିନ୍ନ ଶୈବ ପିଠରେ ଜଳଲାଗି କରିବା ନିମନ୍ତେ ବାଙ୍କୀ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ନୟାଗଡ଼ ଜିଲ୍ଲା ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା…

ଆମ ରିପୋଟରଗଜପତିଜିଲ୍ଲା

ସ୍ବର୍ଗତ ବଂଶୀଧର ମଣି ଙ୍କ ଏକାଦଶ ଦିବସ ପାଳିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ର କାର୍ଯ୍ୟରତ ଜିଲ୍ଲା ସାମ୍ବାଦିକ ରେଣୁବାଳା ବେହେର।ଙ୍କ ପିତା ସ୍ବର୍ଗତ ବଂଶୀଧର…

ଆମ ରିପୋଟରଜିଲ୍ଲାନୟାଗଡ

ଅଧାରୁ ପାଠ ଛାଡିଥିବା ଛାତ୍ରୀ ତୁଳସୀ ବିଦ୍ୟାଳୟ କୁ ଫେରିଲା !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼, ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧକ୍ଷା ଅଜନ୍ତା…