ଆମ ରିପୋଟରକଟକଜିଲ୍ଲା

ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କଲେ ଡ.ପ୍ରଶାନ୍ତ ସାମଲ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ବେଣ୍ଟକାରସ୍ଥ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରର ନୂତନ ଅଧିକ୍ଷକ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ପ୍ରଶାସନିକ ଅବହେଳା ଯୋଗୁଁ ବାଣପୁର ରଥଯାତ୍ରା ପ୍ରସ୍ତୁତି ବୈଠକ ହୋଇ ପାରିଲା ନାହିଁ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ରେ ଦୁଇଟି ସ୍ଥାନ ବଜାର ମଧ୍ୟରେ ଶ୍ରୀ ରଙ୍କନାଥ ଦେବ ଓ ପଲଟଣ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ଉପକଣ୍ଠ ଲେଙ୍କୁଡ଼ିପଡ଼ା ରେ ଚାଞ୍ଚଲ୍ୟକର ଘଟଣା : ଆଇନ ପାଲଟିଛି ଅପହଞ୍ଚ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ ଜିଲ୍ଲା କୁ ଅପରାଧ ମୁକ୍ତ କରିବା ପାଇଁ ଜିଲ୍ଲା ପୁଲିସ ନେଉଛି ବ୍ୟାପକ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

କନ୍ଧମାଳ ର ବିଭିନ୍ନ ସ୍ଥାନରେ ମାଓବାଦୀ ପୋଷ୍ଟର : ଜନସାଧାରଣ ଭୟଭୀତ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମେରବନ୍ଧ ଏବଂ ଗୋଛାପଡା ଥାନା ଅଧୀନ…

ଆମ ରିପୋଟରଜିଲ୍ଲାବରଗଡ଼

ଫାଇଲେରିଆ ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ !!!

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଫାଇଲେରିଆ ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ୨୦୨୪ ! ଜିଲ୍ଲାସ୍ତରୀୟ ଅଧିକାରୀଙ୍କ…

ଆମ ରିପୋଟରକନ୍ଧମାଳଜିଲ୍ଲା

ବାଲିଗୁଡାରେ ଶ୍ରୀଜଗନ୍ନାଥଙ୍କ ଗଜାନନ ବେଶ : ବହୁ ଶ୍ରଦ୍ଧାଳୁଙ୍କ ସମାଗମ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ…

ଆମ ରିପୋଟରଜିଲ୍ଲାବରଗଡ଼

ବଜ୍ରାଘାତ ରେ ମୃତକ ଙ୍କ ପରିବାର କୁ ଆର୍ଥିକ ସହାୟତା ଘୋଷଣା !!!

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବଜ୍ରପାତରେ ତିନି ଜଣଙ୍କ ଜୀବନ ଯାଇଥିବା ବେଳେ ଦୁଇ ଗୁରୁତର ଥିବା ଜଣାପଡିଛି ।…

ଆମ ରିପୋଟରଗଜପତିଜିଲ୍ଲା

ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ନିଶା ନିରୋଧ ଦିବସ ପାଳିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ଅନୁଷ୍ଠାନ(RSETI), ଠାରେ ଜିଲ୍ଲା ସ୍ତରୀୟ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ରକ୍ତ ଭଣ୍ଡାର କର୍ମକର୍ତ୍ତା ଙ୍କ ସ୍ମୃତିରେ ମହମବତୀ ଶୋଭାଯାତ୍ରା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱର ମହାନଗର ନିଗମର ରକ୍ତ ଭଣ୍ଡାର କର୍ମକର୍ତ୍ତା ସ୍ବର୍ଗତ କୈବଲ୍ୟ ପ୍ରଧାନ ଙ୍କ ସ୍ମୃତି…