କୋରାପୁଟ ରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ l କୋରାପୁଟ ରେ ରାଷ୍ଟ୍ରୀୟ ଲୋକ ଅଦାଲତ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଆଜି 302 ଗୋଟି କେସ ର ଫୌଜଦlରି ଓ ଦେୱାନୀ ଅଦାଲତ ରେ ଫଇସଲା ହୋଇଥିବା ବେଳେ ଏକ କୋଟି ରୁ ଉର୍ଦ୍ଧ ଜୋରିମାନା ଟଙ୍କା ବିଭିନ୍ନ କେସ ରୁ ଆଦାୟ ହୋଇଥିବା ଜଣାପଡିଛି l ବିଭିନ୍ନ ଅଦାଲତ ର ବିଚାରପତି ମାନେ ନ୍ୟାୟ ପ୍ରଦାନ କରିଥିବା ବେଳେ ଓକିଲ ନିତ୍ୟାନନ୍ଦ ମହାନ୍ତି ଙ୍କ ସମେତ ଅନ୍ୟ ଓକିଲ ମାନେ କୋର୍ଟ କାଯ୍ୟ ପରିଚାଳନା କରିଥିଲେ l କୋର୍ଟ ର ସମସ୍ତ କର୍ମଚାରୀ ଏହି କାଯ୍ୟକ୍ରମ ରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *