ଆମ ରିପୋଟରଜିଲ୍ଲାନୟାଗଡ

ଫେବୃଆରୀ ୨୧ ରୁ ୨୪ ରିଖ ପର୍ଯ୍ୟନ୍ତ ଦକ୍ଷିଣକାଳୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଛି ଜିଲ୍ଳା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲାପାଳ ଏକ ପ୍ରେସମିଟ ଜରିଆରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉପରେ…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ଜୟୀରାମପୁର ପଞ୍ଚାୟତ ରେ ବିଜେଡିରେ ସାମିଲ ହେଲେ ୫୦୦ ରୁ ଅଧିକ କର୍ମୀ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜୟୀରାମପୁର ପଞ୍ଚାୟତ ରେ ବ୍ଲକ ବିଜେଡି ପକ୍ଷରୁ…

ଆମ ରିପୋଟରଗଜପତିଜିଲ୍ଲା

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଦୁଇ ଦିନ ଧରି ଚାଲିଥିବା…

ଆମ ରିପୋଟରକଟକଜିଲ୍ଲା

ବାଗଦେବୀ ମା ସରସ୍ଵତୀ ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ବସନ୍ତ ପଞ୍ଚମୀ ଠାରୁ ଦଶଦିନ ବ୍ୟାପୀ ମହା ସମାରୋହରେ ପାଳିତ ହୋଇଯାଇଛି ବାଗଦେବୀ ମା…

ଆମ ରିପୋଟରଗଜପତିଜିଲ୍ଲା

ଡକ୍ଟର ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ପରିଚାଳନା କମିଟି ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଙ୍ଘ ଲିଃ ଭୁବନେଶ୍ୱର ର ପରିଚାଳନା କମିଟି ନିର୍ବାଚନ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡରେ ଫାଇଲେରିଆ ନିରାକରଣ ଅଭିଯାନ !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ସି.ଡି.ଏମ.ଓ ମକରନ୍ଦ ବେଉରା ଫାଇଲେରିଆ ନିରାକରଣ ନିମନ୍ତେ ଏକ…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି ରେ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଅଷ୍ଟମ ରୁ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ଜିଲ୍ଲାରେ ଆଧାର କାର୍ଡ ଅପଡେଟ୍ କାର୍ଯ୍ୟକ୍ରମ ଆରମ୍ଭ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ କରି ନୟାଗଡର ଜନସାଧାରଣଙ୍କର କିପରି ଆଧାର କାର୍ଡ ସଂଶୋଧନ…

ଆମ ରିପୋଟରଗଜପତିଜିଲ୍ଲା

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନଵଦାସଙ୍କ ସ୍ମୃତିରେ ଶୋକ ସଭା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକର ସ୍ଥାନୀୟ ଶିବ ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପରେ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଓଡ଼ିଶା ଜନସେବା ସଂଗଠନ ତରଫରୁ ଜୀବନ ସଂଚାର ଅଭିଯାନ ମାଧ୍ୟମରେ ବିଶାଳ ରକ୍ତଦାନ ଶିବିର !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ରକ୍ତର ଅଭାବ ଦୂର କରିବା ନିମନ୍ତେ , ଓଡ଼ିଶା ଜନସେବା ସଂଗଠନ ତରଫରୁ…