ଆମ ରିପୋଟରଜିଲ୍ଲାଯାଜପୁର

ଚିନ୍ମୟ ଫାଉଣ୍ଡେସନର କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମର ୧୦୫୪ ଦିନରେ ପହଞ୍ଚିଲା !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲା ବାବଲପୁରସ୍ଥିତ ଅଗ୍ରଣୀ ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଗତ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ପ୍ରଶାସନ ଦ୍ୱାରା ସୁନାନଟି ଦୁର୍ଘଟଣାର ସ୍ଥିତି ସମୀକ୍ଷା !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ପ୍ରଶାସନ ଦ୍ୱାରା ସୁନାନଟି ଦୁର୍ଘଟଣାର ସ୍ଥିତି ସମୀକ୍ଷା ! ସୁନାନଟି ଠାରେ ଗ୍ୟାସ…

ଆମ ରିପୋଟରଜିଲ୍ଲାମୁଖ୍ୟ ଖବରଯାଜପୁର

ସ୍ବାମୀ ଓ ଝିଅକୁ ଛାଡି ପିମ୍ପୁଡ଼ିଆ ଗ୍ରାମରେ ପ୍ରେମିକ ସହ ରହିଲେ ମହିଳା !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଜଣେ ବିବାହିତା ମହିଳା ନିଜ ସ୍ବାମୀ ଓ ୪ ବର୍ଷର କନ୍ୟା ସନ୍ତାନକୁ ଛାଡି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ବ୍ଲକ ଅଧକ୍ଷ ଓ ଉପାଧକ୍ଷାଙ୍କ ନୂତନ କାର୍ଯ୍ୟାଳୟକୁ ପ୍ରବେଶ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ର ଅଧକ୍ଷ ଅମରେନ୍ଦ୍ର ରଣସିଂହ ଓ ଉପାଧକ୍ଷା ରୀନା…

ଆମ ରିପୋଟରଜିଲ୍ଲାଯାଜପୁର

ବିରିଗଡା ମୁଖ୍ୟ ରାସ୍ତାରେ ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର : କଟକ ସ୍ଥାନାନ୍ତର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ କବାଟ ଗ୍ରାମର ସୁଦନ ମହାନ୍ତଙ୍କ 42 ବର୍ଷିୟ ପୁଅ ବିଜନ…

ଆମ ରିପୋଟରଜିଲ୍ଲାନୟାଗଡ

ଦୁର୍ଗାପ୍ରସାଦ ଗ୍ରାମରେ ନୂତନ ଶିବ ମନ୍ଦିର, ମହାବୀର ମନ୍ଦିର ପ୍ରତିଷ୍ଠା !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ଜିଲ୍ଲା ସଦର ମହକୁମା ଉପକଣ୍ଠ ଦୁର୍ଗାପ୍ରସାଦ ଗ୍ରାମରେ ନୂତନ ଶିବ ମନ୍ଦିର, ମହାବୀର…

ଆମ ରିପୋଟରକଟକଜିଲ୍ଲା

ଛାତ୍ରଛାତ୍ରୀ ଙ୍କ ଆଖିରେ ଲୁହ ଭରିଦେଲା ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସର !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଶିକ୍ଷା ବିନା ଜୀବନ ଅନ୍ଧକାର , ଆଉ ଯେଉଁମାନେ ଅନ୍ଧାର ରୁ ଆଲୋକ ପଥ…