ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

ଶ୍ରୀଲିଙ୍ଗରାଜ ମନ୍ଦିରରେ ଭିଡ ନିୟନ୍ତ୍ରଣ ପାଇଁ ସାମାଜିକ ସଂଗଠନର ସହଯୋଗ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ମହାନ୍ତି : ବିଦାୟ ନେଇଛି ବର୍ଷ 2002 , ଆସିଛି ନୂଆ ବର୍ଷ 2023 ! ନବବର୍ଷ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଭାଲେରି ପାହାଡର ଜଙ୍ଗଲ ଜମିରେ ବାଲୁଗାଁ ପୋଲିସ ର ଚଢ଼ାଉ : ଦୁଇ ଟ୍ରାକ୍ଟର ସମେତ ଜେସିବି ଜବତ , ଚାଳକ ଅଟକ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦିନକୁ ଦିନ ଖଣି ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଥିବା ବେଳେ ପୁଣି ଖୋର୍ଦ୍ଧା ଜିଲ୍ଲା…

ଆମ ରିପୋଟରକନ୍ଧମାଳଜିଲ୍ଲା

ପ୍ରଥମ ଥର ପାଇଁ ଦୂରଦର୍ଶନ ରେ ନୃତ୍ୟ ପରିବେଷଣ କଲେ କନ୍ଧମାଳ ଓଡିଶୀ ନୃତ୍ୟଶିଳ୍ପୀ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ପାରମ୍ପରିକ ଲୋକକଳା ଦିନକୁ ଦିନ ଉନ୍ନତି ହେବା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଭବାନୀପୁର ପଞ୍ଚାୟତର ନାଗାମଠ ହରିଜନ ସାହି ପୋଖରୀ ଖୋଳାରେ ଅନିୟମିତତା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭବାନୀପୁର ପଞ୍ଚାୟତର ନାଗାମଠ ହରିଜନ ସାହି ପୋଖରୀ…

ଆମ ରିପୋଟରକନ୍ଧମାଳଜିଲ୍ଲା

କନ୍ଧମାଳ ର ଡାକୁଲ ନୃତ୍ୟରେ ପ୍ରକମ୍ପିତ ହେଲା ବରଗଡ଼ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବରଗଡ଼ ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଉଦଘାଟନ ଉତ୍ସବରେ ଆୟୋଜିତ ସାଂସ୍କୃତିକ ଶୋଭାଯାତ୍ରା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ବିଦ୍ୟାଳୟର ୩୦ ତମ ବାର୍ଷିକ ଉତ୍ସବ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ବିଦ୍ୟାଳୟ ପରିସରରେ ୩୦ ତମ ବାର୍ଷିକ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ନିର୍ବାଚନ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ମହାସିଙ୍ଗି ସ୍ଥିତ ପଥପ୍ରାନ୍ତ…

ଆମ ରିପୋଟରଗଜପତିଜିଲ୍ଲା

ଜିଲ୍ଲା ସ୍ତରୀୟ ଧାନ କ୍ରୟ ମଣ୍ଡିର ଶୁଭ ଉଦଘାଟନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ବଜାର ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ଖରିଫ2022-…

ଆମ ରିପୋଟରକଟକଜିଲ୍ଲା

ସେକ୍ଟର ୭ ଆବାସିକ ସଂଘ ତରଫରୁ ବନ୍ଧୁମିଳନ କାର୍ଯ୍ୟକ୍ରମ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ସହର ସେକ୍ଟର ୭ ରେ ଆବାସିକ ସଂଘ ତରଫରୁ ଆୟୋଜିତ ହୋଇଯାଇଛି ବନ୍ଧୁମିଳନ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

୨୪ ତମ ସମାଜମଙ୍ଗଳ ହୁଣ୍ଡିରୁ କର୍କଟ ପିଡ଼ିତ ଶୁଭ୍ରାଂଶୁ ଙ୍କୁ ସାହାଯ୍ୟ ର ହାତ ବଢ଼ାଇଲା କଳ୍ପନା ଛକଟୋକା ସଙ୍ଘ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସାମାଜିକ ଅନୁଷ୍ଠାନ କଳ୍ପନା ଛକଟୋକା ସଙ୍ଘର ୨୪ ତମ ସମାଜମଙ୍ଗଳ ହୁଣ୍ଡିଦାନ କାର୍ଯ୍ୟକ୍ରମ କଳ୍ପନା…