ଆମ ରିପୋଟରକଟକମୁଖ୍ୟ ଖବରରାଜ୍ୟ

ମାଙ୍କଡ ହାତରେ ଶାଳଗ୍ରାମ ସଦୃଶ ହୋଇଛି ବାଙ୍କୀ ର ମିଡ଼ିଆ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ର ଗଣମାଧ୍ୟମ କ୍ଷେତ୍ରରୁ ବେଳେବେଳେ ଏମିତି ଘଟଣା ସାମନାକୁ ଆସୁଛି , ଯାହାକୁ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ବୋଲଗଡ଼ ବ୍ଲକରେ ବିଜେଡି ର ଜନ ସଂମ୍ପର୍କ ପଦ ଯାତ୍ରା !!!

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋଲଗଡ଼ ବ୍ଲକର ୨୫ ନଂ ଜୋନରେ…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ବଡ଼ମ୍ବା – ନରସିଂହପୁର ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଚିନିକଳ ବିବାଦ କୁ ନେଇ ମହା ଜନ ଆକ୍ରୋଶ ରାଲି !!!

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡ଼ମ୍ବା – ନରସିଂହପୁର ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଚିନିକଳ ବିବାଦ…

ଆମ ରିପୋଟରଜିଲ୍ଲାଯାଜପୁରରାଜ୍ୟ

ସମଗ୍ର ବିଶ୍ୱକୁ ଭାଇଚାରା ଭାବରେ ବାନ୍ଧି ରଖିବା ପାଇଁ ସାଂସ୍କୃତିକ ଜାଗରଣ ଏକ ମାଧ୍ୟମ !!!

ମୟୁରଭଞ୍ଜ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ୱକୁ ଭାଇଚାରା ଭାବରେ ବାନ୍ଧି ରଖିବା ପାଇଁ ସାଂସ୍କୃତିକ ଜାଗରଣ ଏକ ମାଧ୍ୟମ…

ଆମ ରିପୋଟରଜିଲ୍ଲାନୟାଗଡମୁଖ୍ୟ ଖବରରାଜ୍ୟ

ବିତିଯାଇଛି ବରଷେ : ହେଲେ ଏବେବି ଝୁରୁଛନ୍ତି ସାମ୍ବାଦିକ ବନ୍ଧୁ !!!

ଆୱାଜ ମିଡ଼ିଆ ( ବ୍ୟୁରୋ ରିପୋର୍ଟ ) – ନୟାଗଡ : ଏକ ବର୍ଷ ତଳେ ଆୱାଜ ମିଡ଼ିଆ ପରିବାରରେ ସୃଷ୍ଟି ହୋଇଥିଲା ଶୂନ୍ୟସ୍ଥାନ ! ଆତ୍ମୀୟ…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ଜନ ଜୀବନର ଜ୍ୱଳନ୍ତ ସମସ୍ୟା ନେଇ ୨୭ ସେପ୍ଟେମ୍ବର ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରିବ ଏସ୍ ୟୁ ସି ଆଇ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଜନ ଜୀବନର ଜ୍ୱଳନ୍ତ ସମସ୍ୟା ନେଇ ୨୭ ସେପ୍ଟେମ୍ବର ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲାରାଜନୀତିରାଜ୍ୟ

ପାଟକୁରା କଂଗ୍ରେସ ପକ୍ଷରୁ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ଅନ୍ତର୍ଗତ ଚଅଁପୁର ନୂଆଶାସନ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁରରାଜ୍ୟରାୟଗଡା

ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି କାଳିଆପାଣି ଅଞ୍ଚଳରେ ବିଜେପି କର୍ମୀଙ୍କୁ ଆକ୍ରମଣ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଳିଆପାଣି ଥାନା ଅଂଚଳରେ ନିର୍ବାଚନ ଆଗରୁ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟସ୍ମାର୍ଟ ସିଟି

ସୌମ୍ୟ , ସୁଧାଂଶୁ ଓ ପ୍ରମିଳା ଙ୍କୁ ବିଜେଡି ର ନୂଆଖାଇ ଭେଟି !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ” ମନ୍ତ୍ରୀ ବଡ ନା ସଚିବ ବଡ – ଏଇ ପ୍ରସଙ୍ଗରୁ ଆରମ୍ଭ ହୋଇଥିବା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟରାୟଗଡାସ୍ମାର୍ଟ ସିଟି

ସାମାଜିକ କର୍ମୀ ତଥା ବିଜେଡି ନେତା ମିହିର ରାଉତ ଙ୍କୁ ମିଳିଲା ନୂଆ ଦାୟିତ୍ୱ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ରାଜଧାନୀ ଉତ୍ତର ନିର୍ବାଚନ ମଣ୍ଡଳୀ ର ସାମାଜିକ କର୍ମୀ ତଥା ବିଜେଡି ନେତା ମିହିର…