ନିଜ ଅଞ୍ଚଳକୁ ସାନିଟାଇଜ କଲେ ପୂର୍ବତନ କର୍ପୋରେଟର

Spread the love

ଆୱାଜ ମିଡ଼ିଆ ( କଟକ ବ୍ୟୁରୋ ) ସଞ୍ଜୟ ଚକ୍ରବର୍ତ୍ତୀ : ବିଶ୍ୱ ମହାମାରୀ କରୋନାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସଚେତନତା, ସାମାଜିକ ଦୂରତା ଓ ସରକାରଙ୍କ ନିୟମାବଳୀ ମାନି ଚାଲିଲେ ଏହି ସଂକ୍ରମଣକୁ ଏଡାଇ ଦିଆଯାଇପାରିବ। ଏହାକୁ ଦୃଷ୍ଟିରେ ରଖି କିଛି ସାମାଜିକ ସଂଗଠନ କଟକର ବିଭିନ୍ନ ସ୍ଥାନରେ ନିଜର ସାନିଟାଇଜ କାଯ୍ୟକ୍ରମ ଜାରି ରଖିଛନ୍ତି। କଟକର ପୁର୍ବତନ କର୍ପୋରେଟର ରଂଜନ କୁମାର ବିଶ୍ବାଳଙ୍କ ତତ୍ୱବାଧାନରେ କଟକର ଦୁଇ ସାମାଜିକ ସଙ୍ଗଠନ ରବିନ ହୂଡ଼ ଆର୍ମି ଓ ଲାସାସାର ମିଳିତ ସହଯୋଗରେ ବଜରକବାଟି,ଦୋଳମୁଣ୍ଡାଇ ଓ ହରିପୁର ଅଞ୍ଚଳରେ ଆଜି ସାନିଟାଇଜ କରାଯାଇଥିଲା।

Leave a Reply

Your email address will not be published. Required fields are marked *