ବରିଷ୍ଠ ସାମ୍ବାଦିକଙ୍କ ପିତୃ ବିୟୋଗ !!!!!!!

0
263

Loading

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବରିଷ୍ଠ ସାମ୍ବାଦିକ ତଥା ଗଜପତି ଜିଲ୍ଲା ସମୟ ପ୍ରତିନିଧି ଗରୁଡ ଧ୍ଵଜ ଚୌଧୁରୀଙ୍କ ପିତା ଦାଶରଥି ଚୌଧୁରୀ (୯୪)ଙ୍କ ବ୍ରହ୍ମପୁର ସ୍ଥିତ ଏମ୍.କେ ସି.ଜି ମେଡ଼ିକାଲରେ ବିୟୋଗ ହୋଇ ଯାଇଛି l ଗତ କିଛି ଦିନ ହେଲା ସେ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ l ବ୍ରହ୍ମପୁର ନୀଳକଣ୍ଠେଶ୍ବର  ସ୍ମଶାନ ଠାରେ ତାଙ୍କର ଶବ ସତ୍କାର କରାଯାଇଥିଲା l ମୃତ୍ୟୁ ବେଳେ ତାଙ୍କ ନିକଟରେ ଜ୍ୟେଷ୍ଠ ପୁତ୍ର ଗରୁଡ ଧ୍ଵଜ ଚୌଧୁରୀଙ୍କ ସମେତ ଅନ୍ୟ ୩ ଭାଇ ଲିଙ୍ଗରାଜ , ଅରୁଣ , ବରୁଣ , ବୋହୁ ସନ୍ଧ୍ୟାରାଣୀ , ଗୀତା , ପ୍ରସନା ଭଉଣୀ ବିଜୟ ଲକ୍ଷ୍ମୀ ଓ ରାଜଲକ୍ଷ୍ମୀ  ପ୍ରମୁଖ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here