ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତିରେ ପୁଣି 27 ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବାର ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା .ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ଗୁମ୍ମା ବ୍ଲକରୁ 2 ଜଣ, ଗୋଶାଣି ବ୍ଲକରୁ 4 ଜଣ, କାଶୀ ନଗର ବ୍ଳକରୁ 4ଜଣ, ପାରଲା ପୌର ପରିଷଦରୁ 11 ଜଣ,ମୋହନା ବ୍ଲକରୁ ଜଣେ ,ରାୟଗଡ ବ୍ଲକରୁ 2 ଜଣ, ଆର ଉଦୟଗିରି ବ୍ଲକରୁ 3 ଜଣ ଚିହ୍ନଟ ହୋଇଥିବାର ଜଣାପଡିଛି। ପଜିଟିଭି ଚିହ୍ନଟ ହେବା ପରେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ହୋମ ଆଶୋଲେସନ ଓ କୋଭିଡ଼ି ହସ୍ପିଟାଲ/କୋଭିଡ଼ି କେୟାର ସେଣ୍ଟରକୁ ପଠାଇ ଦିଆ ଯାଇଛି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି।
ଗଜପତିରେ ପୁଣି 27 କରୋନା ପଜିଟିଭ ଚିହ୍ନଟ

