ଅନନ୍ୟା ଫାଉଣ୍ଡେସନର ନିଆରା ପ୍ରୟାସ

0
409

ନୟାଗଡ (ଆୱାଜ ମିଡ଼ିଆ) – କିଶୋର ମହାପାତ୍ର : ସ୍ବେଚ୍ଛାସେବୀ ସଂଗଠନ ଅନନ୍ୟା ଫାଉଣ୍ଡେସନର ନିଆରା ପ୍ରୟାସ । ନୟାଗଡ଼ ସହରର ବିଭିନ୍ନ ସ୍ଥାନରେ ବୁଲିବୁଲି ମାନସିକ ବିକୃତ ବ୍ୟକ୍ତି ମାନଙ୍କର ସେବା କରୁଛନ୍ତି ଫାଉଣ୍ଡେସନର ସଦସ୍ୟ । ସହରର ବିଭିନ୍ନ ସ୍ଥାନରେ ବୁଲୁଥିବା ମାନସିକ ବିକୃତ ବ୍ୟକ୍ତି ମାନଙ୍କର ଚୁଟି , ଦାଢ଼ି ଆଦି କାଟିବା ସହିତ ସେମାନଙ୍କୁ ସଫାସୁତୁରା କରାଇ ନୂତନ ବସ୍ତ୍ର ପିନ୍ଧାଇ ଖାଦ୍ୟ ପ୍ରଦାନ କରୁଛନ୍ତି । ଆଗାମୀ ଦିନ ମାନଙ୍କରେ ଏହି ସେବା କାର୍ଯ୍ୟକୁ ବ୍ୟାପକ କରାଯିବ ବୋଲି ଅନନ୍ୟା ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here