ବିଦ୍ୟାଳୟ ପିଅନଙ୍କ ବିୟୋଗରେ ଶୋକର ଛାୟା

0
274

Loading

ରାୟଗଡା (ଆୱାଜ ମିଡ଼ିଆ) – ଆଲୋକ ମହାରଣା : ରାୟଗଡା ଜିଲ୍ଲା ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ପିଅନ ପ୍ରତାପ ଚନ୍ଦ୍ର ପଢ଼ିଆରୀଙ୍କ ଅକାଳ ବିୟୋଗରେ ସମଗ୍ର ବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇଛି . ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ଆଜି ସକାଳ 5.30 ସମୟରେ ତାଙ୍କର ମୃତୁ ଘଟିଛି . ପ୍ରତାପ ଚନ୍ଦ୍ର ପଢ଼ିଆରୀଙ୍କ ଅକାଳ ମୃତ୍ୟୁରେ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି . ଦିବଂଗତ ପ୍ରତାପ ଭାଇନାଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରଭୂ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି .

LEAVE A REPLY

Please enter your comment!
Please enter your name here