କୋଭିଡ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଦଶପଲ୍ଲା ବିଧାୟକ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ଦଶପଲ୍ଲା ନଗର ବି.ଜେ.ଡି ସଭାପତି ରବୀନ୍ଦ୍ରନାଥ ସାହୁ covidରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବା ପରେ ସ୍ୱର୍ଗତ ରବୀନ୍ଦ୍ର ସାହୁଙ୍କ ସ୍ମୃତିଚାରଣ ସଭାରେ ନୟାଗଡ଼ ବି.ଜେ.ଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ . କାର୍ଯ୍ୟକ୍ରମରେ ଦଶପଲ୍ଲା ବ୍ଲକ ଅଧକ୍ଷ୍ୟା, ଉପଧକ୍ଷ୍ୟା, ଅଧିସୂଚିତ କ୍ଷେତ୍ର ପରିଷଦ ଅଧକ୍ଷ୍ୟା, ସାଂସଦଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ରବୀନ୍ଦ୍ର ଙ୍କର ସ୍ମୃତି ଚାରଣ କରିଥିଲେ .

Leave a Reply

Your email address will not be published. Required fields are marked *