ମା ଚର୍ଚ୍ଚିକା ମନ୍ଦିର ସ୍ୱର୍ଣ୍ଣକାର ସେବାୟତଙ୍କ ଦେହାନ୍ତ : ମନ୍ଦିର ପରିସରରେ ଶୋକସଭା

Spread the love

କଟକ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ମା ଚର୍ଚ୍ଚିକା ମନ୍ଦିର ସ୍ୱର୍ଣ୍ଣକାର ସେବାୟତ ତଥା ବାଙ୍କୀର ବିଶିଷ୍ଟ ସୁନା ଅଳଙ୍କାର ବ୍ୟବସାୟୀ ଦେବରାଜ ବୈଠାରୁ ଙ୍କର ଦେହାନ୍ତ . ସ୍ୱର୍ଗତ ବୈଠାରୁଙ୍କ ଅମର ଆତ୍ମାର ସଦଗତି୍ କାମନା କରି ମା ଚର୍ଚ୍ଚିକା ମନ୍ଦିର ଟ୍ରଷ୍ଟ ଓ ସେବାୟତ ମାନଙ୍କ ଦ୍ୱାରା ମନ୍ଦିର ପରିସରରେ ଏକ ଶୋକସଭା ଆୟୋଜନ କରାଯାଇଥିଲା . ଏହି କାର୍ଯ୍ୟକ୍ରମ ମନ୍ଦିରର ଟ୍ରଷ୍ଟି କାଳନ୍ଦି ଚରଣ ମହାପାତ୍ର ଙ୍କ ପୌରୋହିତରେ ଅନୁଷ୍ଠିତ ହୋଇଥିଲା . ଏଥିରେ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ମହାପାତ୍ର, ସନ୍ତୋଷ କୁମାର ରଣା, ଜଳଧର ରଣା, ଶରତଚନ୍ଦ୍ର ରଣା, ସୁଧିର କୁମାର ରଣା, ବିଜୟ କୁମାର ରଣା, ପ୍ରଶାନ୍ତ କୁମାର ମହାପାତ୍ର, କାଳିଆ ବାବା, ନିବାସ ରଣା, ବିକଳ ରଣା ପ୍ରଭୃତି ଉପସ୍ଥିତ ରହି ଆତ୍ମାର ସଦଗତି୍ କାମନା କରି ନିରବ ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *