ହନୁମାନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କଲେ ପାରଳା ବିଧାୟକ କେ.ନାରାୟଣ ରାଓ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଖଞ୍ଜାସାହି ଠାରେ ଏକ ହନୁମାନ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କରାଯାଇଛି । ଭୂମି ପୂଜନ କାର୍ଯ୍ୟକ୍ରମରେ କରିଛନ୍ତି ପାରଳା ବିଧାୟକ କେ.ନାରାୟଣ ରାଓ ଯୋଗଦେଇଥିଲେ . ସେହିପରି ଧୋବାସାହି ଠାରେ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଶୁଭ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପାରଳା ପୌର ପରିଷଦ ଅଧ୍ୟକ୍ଷ ନୃସିଂହ ଚରଣ ପଟ୍ଟନାୟକ, ବିଜେପି ନଗର ସଭାପତି ଜାମଦାର ପଟ୍ଟନାୟକ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, ପନ୍ଦର ଏବଂ ଷୋହଳ ନଂ ୱାର୍ଡର ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *